Advertisment

Shilpa Shetty: ୪୯ ବର୍ଷ ବୟସରେ ନିଜ ଫିଗର ଦେଖାଇ ଲୋକଙ୍କୁ ପାଗଳ କଲେ ଶିଳ୍ପା ଶେଟ୍ଟି

ଶିଳ୍ପା ଶେଟ୍ଟି ୪୯ ବର୍ଷ ବୟସରେ ମଧ୍ୟ ନିଜ ଫିଟନେସ୍ ମାଧ୍ୟମରେ ଲୋକମାନଙ୍କୁ ପାଗଳ କରିବାରେ ମାହିର। ନିକଟରେ, ଅଭିନେତ୍ରୀ ଲାଲ୍‌ ପ୍ୟାଣ୍ଟ ସୁଟ୍ ପିନ୍ଧି ଆକର୍ଷଣୀୟ ପୋଜ୍ ଦେଇଥିଲେ। ତାଙ୍କର ଏହି ଲୁକ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି। ଦେଖନ୍ତୁ ଏହି ଫଟୋ....

Shilpa Shetty flaunts her perfect figure in red pant suit

Shilpa Shetty flaunts her perfect figure in red pant suit

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ