Shahid kapoor gets romantic with wife mira rajput in pool
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742720752.jpg)
1/6
ଶାହିଦ କପୁର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପତ୍ନୀ ମୀରାଙ୍କ ସହ ଏହି ରୋମାଣ୍ଟିକ ଏବଂ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯାହା ବହୁତ ଭାଇରାଲ ହେବାରେ ଲାଗିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742720795.jpg)
2/6
ଏହି ଫଟୋଗୁଡ଼ିକରେ ଅଭିନେତା ଏକ ପୁଲ୍ରେ ତାଙ୍କ ପତ୍ନୀ ମୀରାଙ୍କ ସହ ରୋମାଣ୍ଟିକ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳେ। ଉଭୟଙ୍କ କେମେଷ୍ଟ୍ରୀରେ ପାଣିରେ ନିଆଁ ଜଳୁଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742720820.jpg)
3/6
ଗୋଟିଏ ଫଟୋରେ ଶାହିଦ ଏବଂ ମୀରା ମଧ୍ୟ ସେଲଫି ନେଉଥିବାର ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742720844.jpg)
4/6
ଏହି ଛୁଟିରେ ମୀରା ଏବଂ ଶାହିଦ ଏକୁଟିଆ ଯାଇ ନ ଥିଲେ। ଅଭିନେତାଙ୍କ ସାନଭାଇ ଈଶାନ ଖଟ୍ଟର ମଧ୍ୟ ସେମାନଙ୍କ ସହ ଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742720879.jpg)
5/6
ଶାହିଦ ସେୟାର କରିଥିବା ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ଅଭିନେତା ନିଜ ଭାଇଙ୍କ ସହ ପୁଲ୍ରେ ମଜା କରୁଥିବା ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742720934.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us