Advertisment

Sara Ali Khan: ମନ୍ଦିର ଯାଇ ଭଗବାନଙ୍କୁ ପ୍ରାର୍ଥନା କଲେ ସାରା ଅଲି ଖାନ

ସାରା ଅଲି ଖାନ ଜଣେ ମୁସଲମାନ ହୋଇପାରନ୍ତି, କିନ୍ତୁ ସେ ହିନ୍ଦୁ ଧର୍ମକୁ ମଧ୍ୟ ସମ୍ପୂର୍ଣ୍ଣ ସମ୍ମାନ କରନ୍ତି। ପ୍ରକୃତରେ ତାଙ୍କ ମା’ ଅମୃତା ସିଂହ ଜଣେ ହିନ୍ଦୁ। ତେଣୁ ଉଭୟ ଧର୍ମର ପର୍ବପର୍ବାଣୀ ପାଳନ କରିବାରେ ଅଭିନେତ୍ରୀ ବିଶ୍ୱାସ କରନ୍ତି। ବର୍ତ୍ତମାନ ରମ୍‌ଜାନ୍‌ ଏବଂ ଇଦ୍ ପାଳନ କରିବା ପରେ ଅଭିନେତ୍ରୀ ଈଶ୍ୱରଙ୍କ ଭକ୍ତିରେ ଲୀନ ହେବା ଦେଖିବାକୁ ମିଳେ।

Sara ali khan visit temple after Ramadan ended

Sara ali khan visit temple after Ramadan ended

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ