Sara ali khan snapped at gym in juhu see her latest stunning poses
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728462604.jpg)
1/6
ଅଭିନେତ୍ରୀ ସାରା ଅଲି ତାଙ୍କ ଫିଟ୍ନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅନେକ ସମୟରେ ତାଙ୍କର ବୋଲ୍ଡ ଲୁକ୍ ଏବଂ ହଟ୍ନେସ୍ ଦେଖି ପ୍ରଶଂସକମାନେ ପାଗଳ ହୋଇଯାଆନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728462634.jpg)
2/6
ନିକଟରେ ସାରା ଅଲି ଖାନଙ୍କୁ ଜିମ ବାହାରେ ପାପାରାଜିମାନେ ଦେଖି ଫଟୋ କ୍ଲିକ୍ କରିବାକୁ ବାଧ୍ୟ ହୋଇଥିଲେ। ଏହି ସମୟର, ତାଙ୍କର ଚମତ୍କାର ଲୁକ୍ ଏବେ ଭାଇରାଲ୍ ହେଉଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728462656.jpg)
3/6
ଫଟୋଗୁଡ଼ିକରେ ଆପଣ ଦେଖିପାରିବେ ସାରା କମଳା ରଙ୍ଗର ସର୍ଟ ଏବଂ କଳା ଟପ୍ ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ବୋଲ୍ଡ ଏବଂ ସୁନ୍ଦର ଦେଖାଯାଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728462686.jpg)
4/6
ଅଭିନେତ୍ରୀ ତାଙ୍କ ଚୁଟିକୁ ବାନ୍ଧିବା ସହ ବିନା ମେକ୍ଅପ୍ରେ ଅଛନ୍ତି ଏବଂ ଧଳା ଜୋତା ପିନ୍ଧିଛନ୍ତି। ତାଙ୍କର ଏହି କ୍ୟୁଟ୍ନେସ୍କୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728462708.jpg)
5/6
ତେବେ ଯେତେବେଳେ ବି ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ତାଙ୍କ ଫଟୋ ଶେୟାର କରନ୍ତି, ପ୍ରଶଂସକମାନେ ତାଙ୍କ ଲୁକ୍ରୁ ଆଖି ହଟେଇ ପାରନ୍ତି ନାହିଁ। ତାଙ୍କର ସବୁ ଫଟୋରେ ସେ ଖୁବ୍ ଆକର୍ଷଣୀୟ ଲାଗନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728462739.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us