Advertisment

Sanya Malhotra: ଧଳା ଗାଉନ୍‌ରେ 'ଦଙ୍ଗଲ ଗର୍ଲ' ଦେଲେ ଷ୍ଟାଇଲିସ୍ ପୋଜ୍; ମନ ଲୁଟିଲେ…

'ଦଙ୍ଗଲ ଗର୍ଲ' ସାନ୍ୟା ମଲହୋତ୍ରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତ୍ରୀ। ସେ ପ୍ରାୟତଃ ନିଜର ସର୍ବଶେଷ ବୋଲ୍ଡନେସ୍ ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ପାଗଳ କରନ୍ତି। ସେ ତାଙ୍କ ଅଭିନୟରେ ପ୍ରଶଂସକମାନଙ୍କୁ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା ନ କରି ରହି ପାରନ୍ତି ନାହିଁ।

Sanya Malhotra look gorgeous in stylish outfit

Sanya Malhotra look gorgeous in stylish outfit

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ