Salman Khan pathani look on eid 2025
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743435363.jpg)
1/5
ସଲମାନ ଖାନ ତାଙ୍କ ପରିବାର ସହିତ ପ୍ରତିବର୍ଷ ଇଦ୍ ପର୍ବ ପାଳନ କରନ୍ତି। ଏହା ସହିତ ସେ ଘରର ବାଲକୋନୀକୁ ଆସି ତାଙ୍କ ପ୍ରଶଂସକଙ୍କୁ ଭେଟନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743435394.jpg)
2/5
ଏହି ବର୍ଷ ଇଦ୍ରେ ମଧ୍ୟ ସଲମାନ ଖାନଙ୍କୁ ତାଙ୍କ ଘରର ବାଲକୋନୀରେ ଦେଖିବାକୁ ମିଳିଛି । କିନ୍ତୁ ବିଶେଷ କଥା ହେଲା ଅଭିନେତା ବୁଲେଟ୍ପ୍ରୁଫ୍ ଗ୍ଲାସ୍ ପଛରେ ପୋଜ୍ ଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743435415.jpg)
3/5
ଇଦ୍ରେ ସଲମାନ ଖାନଙ୍କ ପଠାନୀ ଲୁକ୍ ଦେଖିବାକୁ ମିଳିଛି। ସେ ଏକ ଧଳା କୁର୍ତ୍ତା ପିନ୍ଧିଛନ୍ତି। ଏଥିରେ ଭାଇଜାନ ବହୁତ ଚମତ୍କାର ଦେଖାଯାଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743435447.jpg)
4/5
ଏହି ସମୟରେ ତାଙ୍କ ଭାଣିଜୀ ଆୟତ ଶର୍ମା ମଧ୍ୟ ଏକ ଶରାରା ସୁଟ୍ ପିନ୍ଧି ସଲମାନ ଖାନଙ୍କ ସହ ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743435471.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us