Advertisment

ଗୁଜବ ବଜାର ଗରମ; ଦୁଇ ପିଲାର ବାପାଙ୍କୁ ହୃଦୟ ଦେଲେ ସାଇ ପଲ୍ଲଭୀ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରସିଦ୍ଧ ତାରକା ସାଇ ପଲ୍ଲଭୀ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଜବରଦସ୍ତ ଅଭିନୟ ପାଇଁ ଜଣାଶୁଣା। ସାଉଥ୍‌ରେ 'ପ୍ରେମମ୍' ଏବଂ 'ମିଡିଲ୍ କ୍ଲାସ୍ ଅବ୍ବାୟୀ' ଭଳି ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସାଇ ପଲ୍ଲଭୀ ଖୁବ ଶୀଘ୍ର ନାଗା ଚୈତନ୍ୟଙ୍କ ସହ 'ଥାଣ୍ଡେଲ'ରେ ଏବଂ ରଣବୀର କପୁରଙ୍କ ସହ 'ରାମାୟଣ'ରେ ନଜର ଆସିବେ। କିନ୍ତୁ ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଅଭିନେତ୍ରୀ ହଠାତ୍ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

sai pallavi alleged relationship with married actor

sai pallavi alleged relationship with married actor

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ