Advertisment

Aishwarya Sharma: ଅନ୍‌ସ୍କ୍ରିନ୍ ଦିଅରଙ୍କ ପ୍ରେମରେ ପଡ଼ିଲେ ଆଉ ବାହା ହେଲେ; ଏବେ ଚର୍ଚ୍ଚାରେ ଛାଡପତ୍ର ଖବର

ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଶୋ’ର ସେଟ୍‌ରେ ପ୍ରେମରେ ପଡ଼ିଛନ୍ତି ଏବଂ ପରେ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ଖୁସିରେ ଅଛନ୍ତି। କିନ୍ତୁ ଏହି ଲୋକପ୍ରିୟ ଟିଭି ଅଭିନେତ୍ରୀ ତାଙ୍କ ଅନ୍‌ସ୍କ୍ରିନ୍ ଦିଅରଙ୍କ ପ୍ରେମରେ ପଡ଼ିଥିଲେ ଆଉ ବିବାହ କରିଥିଲେ। ବର୍ତ୍ତମାନ କିନ୍ତୁ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି।

Aishwarya Sharma: ଅନ୍‌ସ୍କ୍ରିନ୍ ଦିଅରଙ୍କ ପ୍ରେମରେ ପଡ଼ିଲେ ଆଉ ବାହା ହେଲେ; ଏବେ ଚର୍ଚ୍ଚାରେ ଛାଡପତ୍ର ଖବର

Rumours of marital discord between Aishwarya Sharma and Neil Bhatt

Advertisment
Divorce Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ