Advertisment

Raveena Tandon: ଚର୍ଚ୍ଚାରେ ରବୀନା ଟଣ୍ଡନଙ୍କ ବିଳାସପୂର୍ଣ୍ଣ ଫାର୍ମହାଉସ୍

୯୦ ଦଶକରେ ନିଜ ଅଭିନୟ ଦ୍ୱାରା ବକ୍ସ ଅଫିସରେ ରାଜ କରୁଥିବା ରବୀନା ଟଣ୍ଡନ ଏବେ ବି ହିନ୍ଦୀ ସିନେମାରେ ସକ୍ରିୟ ଅଛନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ତାଙ୍କର ବିଳାସପୂର୍ଣ୍ଣ ଫାର୍ମହାଉସ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହାର ଏକ ଝଲକ ଫିଲ୍ମ ନିର୍ମାତା ଫରାହ ଖାନ ତାଙ୍କ ବ୍ଲଗ୍‌ରେ ଦେଖାଇଛନ୍ତି।

Raveena Tandon Mumbai farmhouse inside photos

Raveena Tandon Mumbai farmhouse inside photos

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ