Advertisment

Priyanka Chahar Choudhary: ସ୍ପେନ୍‌ରେ ଛୁଟି କାଟୁଛନ୍ତି ପ୍ରିୟଙ୍କା; ସୋସିଆଲ ମିଡିଆରେ ଫଟୋ ଶେୟାର୍ କରି କରୁଛନ୍ତି ଘାଇଲା

ଅଭିନେତ୍ରୀ ପ୍ରିୟଙ୍କା ଚହର ଆଜିକାଲି କାମ ଛାଡି ଛୁଟିଦିନକୁ ଉପଭୋଗ କରୁଛନ୍ତି। ତାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି। ଅଭିନେତ୍ରୀ ସ୍ପେନ୍‌ରେ ଅଛନ୍ତି। ଯେଉଁଠାରୁ ସେ ପ୍ରତିଦିନ ତାଙ୍କର ଗ୍ଲାମରସ୍ ଫଟୋ ଶେୟାର କରୁଛନ୍ତି।

Priyanka Chahar Choudhary spain vacation sizzling look

Priyanka Chahar Choudhary spain vacation sizzling look

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ