Pooja hedge look gorgeous in black gown
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739273102.jpg)
1/6
ବର୍ତ୍ତମାନ ଅଭିନେତ୍ରୀ ପୂଜା ହେଗ୍ଡେ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଘାତକ ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ପୁଣି ଥରେ ହୋସ୍ ଉଡେଇଲେଣି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739273125.jpg)
2/6
ଏହି ଫଟୋଗୁଡ଼ିକରେ ଆପଣ ଅଭିନେତ୍ରୀଙ୍କୁ ବହୁତ ଷ୍ଟାଇଲିଶ୍ କଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିପାରିବେ, ଯେଉଁଥିରେ ସେ ବହୁତ ଚମତ୍କାର ଏବଂ ହଟ୍ ଦେଖାଯାଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739273153.jpg)
3/6
ଏହି ସବୁ ଫଟୋରେ ପୂଜା ହେଗଡେ ତାଙ୍କ ଚୁଟିକୁ ପନିଟେଲରେ ବାନ୍ଧି କାନରେ କାନଫୁଲ ପିନ୍ଧି ହାଲୁକା ମେକଅପ୍ ନେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739273217.jpg)
4/6
ଯେତେବେଳେ ବି ଅଭିନେତ୍ରୀ ପୂଜା ହେଗ୍ଡେ ତାଙ୍କ ଫଟୋ ଏବଂ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋକୁ ପସନ୍ଦ କରିବା ସହିତ ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ଏହି ଫଟୋଗୁଡିକରେ ମଧ୍ୟ ସେମାନେ ପ୍ରେମ ବର୍ଷା କରୁଥିବା ଦେଖାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739273268.jpg)
5/6
ପୂଜା ହେଗ୍ଡେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଇନ୍ଷ୍ଟାଗ୍ରାମରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739273297.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us