Advertisment

Grammy Awards 2025: ଗ୍ରାମୀ ଆୱାର୍ଡର ରେଡ କାର୍ପେଟ୍‌ରେ ମନ ମୋହିଲେ ଲେଡି ଗାଗା ଠାରୁ ଅଲିଭିଆ ରୋଡ୍ରିଗୋ

ଲସ୍ ଆଞ୍ଜେଲ୍ସର କ୍ରିପ୍ଟୋ ଡଟ୍‌ କମ୍ ଏରିନାରେ ୬୭ତମ ଗ୍ରାମୀ ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାଣ୍ଡ୍ ଆୱାର୍ଡ ଫଙ୍କସନ୍‌ରେ ୧୨ଟି କ୍ଷେତ୍ର ଏବଂ ୯୪ କ୍ୟାଟେଗୋରୀ ବର୍ଗର ସଂଗୀତର ଶ୍ରେଷ୍ଠ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି। ଅନେକ ବିଶ୍ୱସ୍ତରୀୟ ତାରକା ଗ୍ରାମୀ ପୁରସ୍କାରର ଗ୍ରାଣ୍ଡ୍ ସନ୍ଧ୍ୟାରେ ଯୋଗ ଦେଇ ସେମାନଙ୍କର ଗ୍ଲାମର ଅବତାର ସହିତ ସମସ୍ତଙ୍କ ମନ ଚୋରି କରିଥିଲେ। ଆସନ୍ତୁ ସେମାନଙ୍କୁ ଜାଣିବା।

Grammy Awards 2025:  ଗ୍ରାମୀ ଆୱାର୍ଡର ରେଡ କାର୍ପେଟ୍‌ରେ ମନ ମୋହିଲେ ଲେଡି ଗାଗା ଠାରୁ ଅଲିଭିଆ ରୋଡ୍ରିଗୋ

Photos red carpet arrivals at the 2025 grammy awards

Advertisment
Grammys
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ