Advertisment

Malaika Arora: ସୋସିଆଲ ମିଡିଆରେ ଲୋକଙ୍କ ହୋସ୍‌ ଉଡେଇଲେ ‘ଛେୟାଁ ଛେୟାଁ’ ଗର୍ଲ

ବଲିଉଡର ‘ଛେୟାଁ ଛେୟାଁ’ ଗର୍ଲ ମଲାଇକା ଅରୋରା ସୋସିଆଲ ମିଡିଆରେ ଖୁବ ସକ୍ରିୟ। ସେ ନିଜର ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ଚେହେରା ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ନିକଟରେ ସେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ୍ କରୁଛନ୍ତି।

Malaika Arora showed her style in a bodycon dress

Malaika Arora showed her style in a bodycon dress

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ