Malaika arora looked gorgeous in animal print dress
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743769008.jpg)
1/7
ମଲାଇକାଙ୍କ ଏହି ଫଟୋଗୁଡ଼ିକ ମୁମ୍ବାଇର ଏକ ସୁଟିଂ ଲୋକେସନ୍ରୁ ଆସିଛି। ଏଠାରେ ତାଙ୍କୁ ଚଳଚ୍ଚିତ୍ର ନିର୍ମାତା ଏବଂ କୋରିଓଗ୍ରାଫର ରେମୋ ଡି’ସୁଜାଙ୍କ ସହ ଦେଖିବାକୁ ମିଳିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743769091.jpg)
2/7
ରେମୋ ଡି’ସୁଜା ଓ ମଲାଇକା ଡ୍ୟାନ୍ସ ଶୋ’ ‘ହିପ୍ ହପ୍ ଇଣ୍ଡିଆ’ର ବିଚାର କରୁଛନ୍ତି। ଏଭଳି ପରିସ୍ଥିତିରେ ସେଟ୍କୁ ଯିବା ପୂର୍ବରୁ ସେ ପାପାରାଜିଙ୍କୁ ଅନେକ ପୋଜ୍ ଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743769131.jpg)
3/7
ଏହି ସମୟରେ, ମଲାଇକା ଅରୋରା ବହୁତ ଗର୍ଜିଅସ୍ ଲୁକ୍ରେ ହଇଚଇ ସୃଷ୍ଟି କରୁଥିବା ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଏକ ଆନିମଲ୍ ପ୍ରିଣ୍ଟ ସର୍ଟ ଡ୍ରେସ୍ ପିନ୍ଧିଥିଲେ। ଏଥିରେ ସେ ଚିତି ବାଘୁଣୀ ପରି ଦିଶୁଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743769160.jpg)
4/7
ଏହି ସମୟରେ ମଲାଇକା ଦମଦାର୍ ମେକଅପ୍ ନେଇ ତାଙ୍କ ଚୁଟିକୁ ଖୋଲା ରଖିଛନ୍ତି ଆଉ ହାଇ ହିଲ୍ ଏବଂ କାନରେ ଗୋଲ୍ଡେନ୍ କାନଫୁଲ ପିନ୍ଧି ନିଜର ସୁନ୍ଦର ଅବତାର ସମାପ୍ତ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743769213.jpg)
5/7
ତେବେ ସେଟ୍ରେ ତାଙ୍କ ଚୁଟିକୁ ଲହରାଇ ଅଭିନେତ୍ରୀ ପୋଜ୍ ଦେଇଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743769238.jpg)
6/7
ମଲାଇକାଙ୍କର ଏହି ଫଟୋ ଦେଖି ପ୍ରଶଂସକମାନେ ତାଙ୍କ ବ୍ୟକ୍ତିତ୍ୱର ପ୍ରଶଂସା କରିବାରେ ଲାଗିଛନ୍ତି। ସମସ୍ତେ ତାଙ୍କର ଏହି ଲୁକ୍ ଦେଖି ପାଗଳ ହୋଇଯାଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743769263.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us