Malaika arora look super stylish in bodycon dress
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738484925.jpg)
1/6
ବର୍ତ୍ତମାନ ଏହି ଅଭିନେତ୍ରୀ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଲାଟେଷ୍ଟ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କ ଘାତକ ଅବତାର ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ବୋଲ୍ଡ ଲୁକ୍ ଇଣ୍ଟରନେଟ୍ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738484957.jpg)
2/6
ଯେତେବେଳେ ବି ମଲାଇକା ତାଙ୍କ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋକୁ ପସନ୍ଦ କରନ୍ତି ଆଉ ପ୍ରତିକ୍ରିୟା ଦେବାରେ କେବେବି ହେଳା କରନ୍ତି ନାହିଁ। ତେବେ ଏହି ଫଟୋଗୁଡ଼ିକରେ ମଧ୍ୟ ସେମିତି କିଛି ଦେଖାଯାଉଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738484982.jpg)
3/6
ଏହି ଫଟୋଗୁଡିକରେ ମଲାଇକା ଏକ ଲାଲ୍ ହଟ୍ ବଡିକନ୍ ଡ୍ରେସ୍ ପିନ୍ଧିଛନ୍ତି। ଏଥିରେ ସେ ଖୁବ ଚମତ୍କାର ଷ୍ଟାଇଲ୍ରେ ପୋଜ୍ ଦେଉଥିବା ଦେଖିବାକୁ ମିଳେ। ତାଙ୍କ ଏହି ଲୁକ୍ ଦେଖିବା ପରେ ପ୍ରଶଂସକମାନେ ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738485015.jpg)
4/6
ଅଭିନେତ୍ରୀ ମଲାଇକା ଏହି ଫଟୋସୁଟ୍ ପାଇଁ ତାଙ୍କ ଚୁଟିକୁ ଷ୍ଟ୍ରେଟ୍ ଲୁକ୍ ଦେଇଛନ୍ତି। କାନରେ କାନଫୁଲ ଏବଂ ହାଲୁକା ମେକଅପ୍ ନେଇ ସେ ଖୁବ ଆକର୍ଷଣୀୟ ଲାଗୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738485038.jpg)
5/6
ଅଭିନେତ୍ରୀ ଯେତେବେଳେ ବି ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଷ୍ଟାଇଲିସ୍ ଫଟୋ ଶେୟାର କରନ୍ତି, ଲୋକମାନେ ତାଙ୍କର ପ୍ରତ୍ୟେକ ଷ୍ଟାଇଲକୁ ଫଲୋ କରନ୍ତି। ଏହି ଫଟୋଗୁଡିକ ମଧ୍ୟ ଏଥିରୁ ବାଦ ପଡିନି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738485068.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us