Mahakumbh viral girl monalisa bridal look in red lehenga
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746184976.jpg)
1/7
ମୋନାଲିସାଙ୍କ ଏହି ଫଟୋଗୁଡ଼ିକ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଶେୟାର୍ ହୋଇଛି। ଫଟୋଗୁଡ଼ିକରେ ତାଙ୍କର ବ୍ରାଇଡାଲ୍ ଲୁକ୍ ଦେଖିବାକୁ ମିଳିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746184997.jpg)
2/7
ମୋନାଲିସା ଏକ ଭାରୀ ଲାଲ୍ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି। ଏଥିରେ ସେ ଚେୟାରରେ ବସି ପୋଜ୍ ଦେଉଥିବାର ଦେଖାଯାଉଛନ୍ତି। ତାଙ୍କର୍ କିଲର୍ ଷ୍ଟାଇଲ୍କୁ ଲୋକେ ବହୁତ ପସନ୍ଦ କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746185023.jpg)
3/7
ମୋନାଲିସା ତାଙ୍କ ଚୁଟିରେ ଏକ ଖୋସା କରିଛନ୍ତି ଆଉ ହାଲୁକା ମେକଅପ୍ ଏବଂ ଭାରୀ ସବୁଜ ରଙ୍ଗର ଅଳଙ୍କାର ସହିତ ତାଙ୍କର ବ୍ରାଇଡାଲ୍ ଲୁକ୍ ସମାପ୍ତ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746185050.jpg)
4/7
କିଛି ଫଟୋରେ ମୋନାଲିସାଙ୍କ ବହୁତ ଗ୍ଲାମରସ୍ ଲୁକ୍ ଦେଖିବାକୁ ମିଳେ। ଫଟୋଗୁଡ଼ିକରେ, ସେ ଚକଚକିଆ ମେକ୍ଅପ୍ ଓ କୁଞ୍ଚୁକୁଞ୍ଚିଆ କେଶ ସହିତ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746185074.jpg)
5/7
ଏହି ଫଟୋଗୁଡ଼ିକରେ ମୋନାଲିସା ନିଜ ସୌନ୍ଦର୍ଯ୍ୟରେ ବଲିଉଡର ବଡ଼ ବଡ଼ ନାୟିକାମାନଙ୍କୁ ପଛରେ ପକାଇ ଦେଉଛନ୍ତି। ତାଙ୍କ ଷ୍ଟାଇଲ୍ ପାଇଁ ପ୍ରଶଂସକମାନେ ମଧ୍ୟ ପାଗଳ ହୋଇଗଲେଣି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746185101.jpg)
6/7
ମହାକୁମ୍ଭରେ ମାଳା ବିକ୍ରି କରୁଥିବା ମୋନାଲିସା ଏବେ ବଡ଼ ବଡ଼ ବ୍ରାଣ୍ଡର ଚେହେରା ହେବାକୁ ଯାଉଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଫ୍ୟାନ୍ ଫଲୋର୍ସ ମଧ୍ୟ ବହୁତ ଦମଦାର ହୋଇଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746185125.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us