Advertisment

One Night Stand: ଅଭିନେତ୍ରୀଙ୍କ ଖୁଲାସା; ୱାନ୍ ନାଇଟ୍ ଷ୍ଟାଣ୍ଡ୍‌ କରିଦେଲା ଗର୍ଭବତୀ

ଗ୍ଲାମରସ୍ ଦୁନିଆରେ ପ୍ରତିଦିନ ସମ୍ପର୍କ ଗଢ଼ିଉଠୁଛି ଆଉ ଭାଙ୍ଗିଯାଉଛି। ଅନେକ ସମୟରେ ଏପରି ହୁଏ ଯେ ସେଲିବ୍ରିଟିମାନେ ମଧ୍ୟ ୱାନ୍ ନାଇଟ୍ ଷ୍ଟାଣ୍ଡ୍‌ କରନ୍ତି, କିନ୍ତୁ କେହି ପ୍ରକାଶ କରନ୍ତି ନାହିଁ। OTTରେ କାମ କରି ଲୋକପ୍ରିୟତା ହାସଲ କରିଥିବା ଏହି ସୁନ୍ଦରୀ ଏବେ ୱାନ୍ ନାଇଟ୍ ଷ୍ଟାଣ୍ଡକୁ ନେଇ ଖୁଲାସା କରିଛନ୍ତି ଏବଂ କହିଛନ୍ତି ଯେ ସେ ଗର୍ଭବତୀ ହୋଇଯାଇଛନ୍ତି।

Kubbra Sait opened up about one night stand and abortion

Kubbra Sait opened up about one night stand and abortion

Advertisment
Glamour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ