Kiara Advani flaunts pregnancy glow in latest pictures
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743945092.jpg)
1/6
କିଆରା ଆଡଭାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଲାଟେଷ୍ଟ୍ ଫଟୋ ଶେୟାର କରିଛନ୍ତି। ତାଙ୍କୁ ଏହି ଫଟୋଗୁଡ଼ିକରେ ଷ୍ଟାଇଲିସ୍ ଲୁକ୍ ଦେଖିବାକୁ ମିଳିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743945117.jpg)
2/6
ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ଏକ ଧଳା ସାର୍ଟ ପିନ୍ଧିଥିବା ବେଳେ ହସୁଛନ୍ତି। ପ୍ରେଗ୍ନାନ୍ସୀ ଗ୍ଲୋ ତାଙ୍କ ସୌନ୍ଦର୍ଯ୍ୟକୁ ବଢାଇ ଦେଇଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743945146.jpg)
3/6
ଫଟୋ ଶେୟାର କରି କିଆରା କ୍ୟାପ୍ସନ୍ରେ ଲେଖିଛନ୍ତି, 'ପୋଷ୍ଟ ପ୍ୟାକ୍ଅପ୍ ସୁଟ୍...' ଅଭିନେତ୍ରୀଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743945172.jpg)
4/6
ଅଭିନେତ୍ରୀଙ୍କ ଫଟୋକୁ ଲକ୍ଷାଧିକ ଲୋକ ପସନ୍ଦ କରିଛନ୍ତି। କମେଣ୍ଟ୍ ସେକ୍ସନରେ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743945198.jpg)
5/6
କିଆରା ଆଡଭାନୀ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବିବାହ କରିଥିଲେ। ଦୁହେଁ ୭ ଫେବୃଆରୀ ୨୦୨୩ରେ ବିବାହ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743945233.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us