Advertisment

Kajol: ଶାହରୁଖ ଖାନ୍‌ଙ୍କ ଲୁକ୍ ଏତେ ପସନ୍ଦ ଆସିଥିଲା ଯେ କପି କଲେ କାଜୋଲ

ମେଟ୍ ଗାଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ ଏକ ଦମଦାର୍ ଡେବ୍ୟୁ କରିଥିଲେ। ଏହି ସମୟରେ ଅଭିନେତାଙ୍କୁ ବାଦଶାହା ଅବତାରରେ ଦେଖିବାକୁ ମିଳିଥିଲା, ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି। ପ୍ରଶଂସକମାନଙ୍କ ବ୍ୟତୀତ, ଅଭିନେତ୍ରୀ କାଜୋଲଙ୍କୁ ମଧ୍ୟ ଶାହରୁଖ ଖାନ୍‌ଙ୍କ ଲୁକ୍ ଏତେ ପସନ୍ଦ ଆସିଥିଲା ଯେ ସେ ଏହାକୁ କପି କରିଛନ୍ତି।

Kajol copied shah rukh khan met gala 2025 look

Kajol copied shah rukh khan met gala 2025 look

Advertisment
Kajol Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ