Janhvi kapoor shines bright like a diamond in a holographic shimmery saree
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733745445.jpg)
1/7
ଅଭିନୟ ଅପେକ୍ଷା ଜାହ୍ନଭୀ କପୁର ତାଙ୍କର ଷ୍ଟାଇଲିସ୍ ସେନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ବୋଲ୍ଡ ଆଉ ଗ୍ଲାମରସ୍ ଲୁକ୍ ସବୁବେଳେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରେ। ସେ କେତେବେଳେ ଦେଶୀ ଲୁକ୍ରେ ମନ ମୋହନ୍ତି ତ ପୁଣି କେତେବେଳେ ବିଦେଶୀ ଷ୍ଟାଇଲ୍ ଦେଇ ଲୋକଙ୍କୁ ସ୍ମାଇଲ୍ କରାନ୍ତି। ଜାହ୍ନଭୀ ବର୍ତ୍ତମାନ ତାଙ୍କର ଏହି ଶାଢୀ ଷ୍ଟାଇଲ୍ରେ ଯେତିକିକି ଗ୍ଲାମରସ୍ ଲାଗୁଛନ୍ତି ସେତିକି ସେକ୍ସୀ ମଧ୍ୟ ଲାଗୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733745485.jpg)
2/7
ଏହି ଫଟୋରେ ଜାହ୍ନଭୀ ଏକ ହୋଲୋଗ୍ରାଫିକ୍ ଶିମିରି ଶାଢି ପିନ୍ଧିଛନ୍ତି। ଅଭିନେତ୍ରୀ ବାଇଗଣୀ ରଙ୍ଗର ଶାଢି ସହିତ ଏକ ମାଚିଂ କଲା ଭଳି ଡିଜାଇନର୍ ହାତ କଟା ବ୍ଲାଉଜ୍ ପିନ୍ଧିଛନ୍ତି। ଏଭଳି ଷ୍ଟାଇଲ୍ରେ ସେ ହୀରା ଭଳି ଚମକୁଛନ୍ତି। ଏହି ଶାଢିର ଡିଜାଇନର୍ ହେଲେ ମନୀଷ ମଲହୋତ୍ରା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733745522.jpg)
3/7
ଶାଢି ସହିତ ଜାହ୍ନଭୀ ମ୍ୟାଚିଂ ହୀରା କାନଫୁଲ, ହୀରା ମୁଦି ଏବଂ ହୀରା ହାର ମଧ୍ୟ ପିନ୍ଧିଛନ୍ତି। ଏହା ସହିତ ନିଜର ଲୁକ୍କୁ ଆହୁରି ଆକର୍ଷଣୀୟ କରିବା ପାଇଁ ସେ ଆଇଲାଇନ୍, କାଜଲ୍, ହାଲୁକା କିପ୍ଷ୍ଟ୍ରିପ୍ ସାଙ୍ଗ ସୂକ୍ଷ୍ମ ମେକ୍ଅପ୍ ନେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733745568.jpg)
4/7
ଜାହ୍ନଭୀ ତାଙ୍କ ଚୁଟିକୁ ଖୋଲା ରଖିଥିବା ବେଳେ ସାଇଡ୍ କରି ଦୁଇ ପାଖକୁ ପକାଇଛନ୍ତି। ଚୁଟିର ଅଗକୁ ସେ କିଛି ଅଂଶ କର୍ଲି କରିଛନ୍ତି, ଯାହା ତାଙ୍କ ଚେହେରାଙ୍କୁ ଖୁବ ମାନିବା ସହିତ ତାଙ୍କୁ ଖୁବ୍ ଆକର୍ଷଣୀୟ କରୁଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733745607.jpg)
5/7
ଏଭଳି ଲୁକ୍ରେ ସେ ପ୍ରତ୍ୟେକ ଫଟୋରେ ଭିନ୍ନ ଭିନ୍ନ ଷ୍ଟାଇଲିସ ପୋଜ୍ ଦେଇଛନ୍ତି। ତାଙ୍କର ପ୍ରତ୍ୟେକ ପୋଜ୍ ମନ ମୋହିଲା ଭଳି। ଅଭିନେତ୍ରୀଙ୍କ ଏହି ସବୁ ପୋଜ୍ ଦେଖି ଲୋକେ ଖୁବ ପ୍ରଶଂସା କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733745892.jpg)
6/7
ଥରେ ଜାହ୍ନଭୀଙ୍କ ଏହି ପୋଜ୍ ଉପରେ ନଜର ପକାନ୍ତୁ। ଏହି ଦୁଇଟି ପୋଜ୍ ତାଙ୍କର ଏହି ଫଟୋ ସେସନ୍ ମଧ୍ୟରେ ଖୁବ ଆକର୍ଷଣୀୟ ଲାଗେ। ଆପଣ ତାଙ୍କର ଏହି ସବୁ ଫଟୋ ଦେଖିଲା ପରେ ତାଙ୍କ ଦିବାନା ପାଲଟିଯିବେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733745941.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us