Janhvi kapoor shared latest look from iifa award 2024 see her sizzling poses
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727600633.jpg)
1/7
ଏହି ସମୟରେ ଜାହ୍ନଭୀ କପୁର ତାଙ୍କ ଷ୍ଟାଇଲିସ୍ ପୋଷାକ ସହିତ ସମସ୍ତ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। IIFA 2024 ପୁରସ୍କାର ଉତ୍ସବ ଅବସରରେ ଜାହ୍ନଭୀ କପୁର ବହୁତ ଷ୍ଟାଇଲିସ୍ ଗାଉନ୍ ପିନ୍ଧିଥିଲେ, ଯେଉଁଥିପାଇଁ ସେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727600661.jpg)
2/7
ଜାହ୍ନଭୀ କପୁର ତାଙ୍କର ଚମତ୍କାର ଡ୍ରେସିଂ ସେନ୍ସ ହେତୁ ସବୁବେଳେ ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ବର୍ତ୍ତମାନ, ଏହି ପୁରସ୍କାର ଉତ୍ସବର ତାଙ୍କର ଅତି ଚମତ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଲୋକଙ୍କ ଆଖି ତାଙ୍କ ପୋଷାକ ଉପରେ ଅଟକି ରହିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727600684.jpg)
3/7
ଫଟୋଗୁଡ଼ିକରେ ଆପଣ ଅଭିନେତ୍ରୀ ଜାହ୍ନଭୀ କପୁରଙ୍କୁ IIFA ପୁରସ୍କାର ସମୟରେ ଗୋଲ୍ଡେନ୍ ରଙ୍ଗର ଅଫ୍ ସୋଲ୍ଡର୍ ଗାଉନ୍ ପିନ୍ଧିଥିବାର ଦେଖିପାରିବେ। ଏଥିରେ ସେ ଖୁବ ଆକର୍ଷଣୀୟ ଲାଗୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727600716.jpg)
4/7
ଜାହ୍ନଭୀ ଗୋଲ୍ଡେନ୍ ରଙ୍ଗର ଗାଉନ୍ ସହିତ ମ୍ୟାଚିଂ ନେକ୍ଲେସ୍ ପରିଧାନ କରିଛନ୍ତି। ସେ ଛୋଟ ଇୟର୍ରିଙ୍ଗ ପିନ୍ଧିଥିବା ବେଳେ ତାଙ୍କ ଚୁଟିକୁ ଖୋଲା ଛାଡିଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727600746.jpg)
5/7
ଅଭିନେତ୍ରୀଙ୍କ ଏହି ଚମକଦାର୍ ପୋଷାକ ଏକ ବୋଲ୍ଡ ଲୁକ୍ ସୃଷ୍ଟି କରୁଛି। ଯେତେବେଳେ ବି ସେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିଜର ଲାଟେଷ୍ଟ୍ ଲୁକ୍ ଶେୟାର କରନ୍ତି, ଏହା ପ୍ରାୟତଃ ଟ୍ରେଣ୍ଡିଂ କରିବା ଆରମ୍ଭ କରେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727600774.jpg)
6/7
ଥରେ ନଜର ପକାନ୍ତୁ ଜାହ୍ନଭୀଙ୍କ ଏହି ଫଟୋ ପୋଜ୍ ଉପରେ। ତାଙ୍କ ଫଟୋ ନେବା ପାଇଁ କ୍ୟାମେରାମ୍ୟାନ୍ ମାନେ ଲାଗିପଡିଛନ୍ତି। ଏହି ଫଟୋରେ ଜାହ୍ନଭୀଙ୍କ ହସ ସମସ୍ତଙ୍କ ହୃହୟ କିଣିବା ପାଇଁ ଢେର୍।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727600827.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us