janhvi kapoor jr ntr sizzling chemistry in dheere dheere from devara
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724068189.jpg)
1/5
ଫିଲ୍ମ 'ଦେବରା'ରେ ତାଙ୍କୁ ଜୁନିୟର୍ ଏନ୍ଟିଆର୍ଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ଏହାର ଦୁଇଟି ଗୀତ ରିଲିଜ୍ ହୋଇସାରିଛି। ଏଥିରେ ଥିବା ଗୋଟିଏ ଗୀତ ହେଉଛି ‘ଧୀରେ ଧୀରେ’। ଏଥିରେ ଜାହ୍ନବୀଙ୍କୁ ପୂରା ରୋମାଣ୍ଟିକ୍ ମୁଡ୍ରେ ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724068239.jpg)
2/5
ଗୀତରେ ଜୁନିୟର୍ ଏନ୍ଟିଆର୍ ଓ ଜାହ୍ନବୀଙ୍କ ରୋମାଣ୍ଟିକ୍ ଷ୍ଟାଇଲ୍କୁ ନେଇ ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି। ଉଭୟଙ୍କ କେମେଷ୍ଟ୍ରୀକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724068497.jpg)
3/5
ଏହି ଗୀତରେ ଜାହ୍ନବୀ ଦେଇଥିବା ପ୍ରତ୍ୟେକଟି ସିନ୍ ଖୁବ୍ ଆକର୍ଷଣୀୟ ଆଉ ଲୋଭନୀୟ। ଦେଖନ୍ତୁ ଏହି ସିନ୍ର ଫଟୋଟିକୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724068541.jpg)
4/5
ଅନେକ ସମୟରେ ଜାହ୍ନବୀ ତାଙ୍କର ଏମିତି କିଛି ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରନ୍ତି, ଯାହାକୁ ଦେଖି ଲୋକେ ଦିବାନା ହୋଇଯାଆନ୍ତି। ତାଙ୍କର ଏହି ଆକର୍ଷଣୀୟ ଫଟୋ ଦେଖନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724068568.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us