Jahnvi kapoor look beautiful in bodycon dress
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734959788.jpg)
1/6
ବର୍ତ୍ତମାନ ଅଭିନେତ୍ରୀ ଇନ୍ଷ୍ଟାଗ୍ରାମ୍ରେ ଏକ ଦମଦାର୍ ଫଟୋସୁଟର ଚିତ୍ର ପୋଷ୍ଟ୍ କରିଛନ୍ତି। ଏହି ଫଟୋଗୁଡ଼ିକରେ ଆକର୍ଷଣୀୟ ଲୁକ୍ ଦେଖି ପ୍ରଶଂସକମାନେ ପୁଣି ଥରେ ବିଭୋର ହୋଇଛନ୍ତି। ଏପରିକି ଏହି ଫଟୋଗୁଡ଼ିକରେ ବିଭିନ୍ନ ମନ୍ତବ୍ୟ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734959819.jpg)
2/6
ଫଟୋଗୁଡ଼ିକରେ ଆପଣ ଦେଖିପାରିବେ ଯେ ଅଭିନେତ୍ରୀ ଜାହ୍ନବୀ କପୁର ଗୋଲାପୀ ରଙ୍ଗର ବୋଲ୍ଡ ଅଫ୍ ସୋଲ୍ଡର୍ ବଡିକନ୍ ପୋଷାକ ପିନ୍ଧିଛନ୍ତି, ଯେଉଁଥିରେ ସେ ଏକ୍ ସେ ବଡ୍ କର୍ ଏକ୍ ପୋଜ୍ ଦେଉଥିବାର ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734959845.jpg)
3/6
ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଚୁଟିକୁ ୱେଭୀ ଷ୍ଟାଇଲ୍ ଦେଇଥିବା ବେଳେ ଖୋଲା ଛାଡି ଦେଇଛନ୍ତି। କାନରେ କେବଳ୍ ଛୋଟ କାନଫୁଲ୍ ସହିତ ସେ ହାଲୁକା ମେକ୍ଅପ୍ ନେଇ ତାଙ୍କ ଆଉଟ୍ଲୁକ୍କୁ ଚମତ୍କାର ଷ୍ଟାଇଲ୍ ଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734959873.jpg)
4/6
ଅଭିନେତ୍ରୀଙ୍କ ଏହି ଫଟୋ ପୋଷ୍ଟ୍ ହେବାର ମାତ୍ର କିଛି ଘଣ୍ଟା ବିତିଗଲାଣି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଲାଇକ୍ କରିଛନ୍ତି। ଏଥି ସହିତ କିଛି ଲୋକ ମନ୍ତବ୍ୟ ଏବଂ ପ୍ରତିକ୍ରିୟା ମାଧ୍ୟମରେ ଖୋଲାଖୋଲି ଭାବରେ ନିଜର ପ୍ରେମ ପ୍ରକାଶ କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734959941.jpg)
5/6
ମତ ଦେଇ ଜଣେ ଲେଖିଛନ୍ତି – ସୋ ହଟ୍। ସେହିଭଳି ଆଉ ଜଣେ ଲେଖିଛନ୍ତି – ବୋଲ୍ଡ ଆଣ୍ଡ୍ ବିୟୁଟିଫୁଲ୍। ଅନ୍ୟ ଜଣେ ଲେଖିଛନ୍ତି – ସୋ ବିୟୁଟିଫୁଲ୍।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734959994.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us