Advertisment

Isha Malviya: ବୟସ ଜମା ୨୩; ଦେଖୁଛନ୍ତି ବିବାହ ସ୍ୱପ୍ନ, କହିଲେ କିଏ ହେବ ସ୍ୱାମୀ

ଟିଭି ଅଭିନେତ୍ରୀ ଈଶା ମାଲବ୍ୟ ଇଣ୍ଟର୍‌ନେଟ୍‌ରେ ରାଜ କରୁଛନ୍ତି। ତାଙ୍କର ଗୀତ ‘ଶେକ୍’ ଭାଇରାଲ ହେଉଛି। ଏହି ଗୀତରେ ସମସ୍ତେ ରିଲ୍ ତିଆରି କରୁଛନ୍ତି। ଈଶା ନିକଟରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି।

Isha Malviya wants to become cool mother

Isha Malviya wants to become cool mother

Advertisment
Actresses Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ