Hina khan suffering from cancer shared her gorgeous look in golden lehenga
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730537327.jpg)
1/6
ନିକଟରେ ଅଭିନେତ୍ରୀ ତାଙ୍କର ଦୀପାବଳି ଲୁକ୍ ପ୍ରଶଂସକଙ୍କ ମଧ୍ୟରେ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ସୁନ୍ଦର ହସ ଦେଉଥିବାବେଳେ ପ୍ରଶଂସକଙ୍କ ସମସ୍ତ ଦୃଷ୍ଟି ଆକର୍ଷଣ କରୁଛନ୍ତି। ତାଙ୍କର ଏଭଳି ସାହସ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730537363.jpg)
2/6
ଅଭିନେତ୍ରୀ ହିନା ଖାନ ଇନ୍ଷ୍ଟାଗ୍ରାମରେ ତାଙ୍କର ଏହି ଦୀପାବଳି ଉତ୍ସବର କିଛି ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଚମତ୍କାର ଷ୍ଟାଇଲ୍କୁ ଦେଖେଇ ପ୍ରଶଂସକମାନଙ୍କୁ ଆକର୍ଷିତ କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730537389.jpg)
3/6
ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ହିନା ଖାନଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକରେ ଆପଣ ଦେଖିପାରିବେ ଯେ ଦୀପାବଳିର ବିଶେଷ ଉତ୍ସବରେ ଅଭିନେତ୍ରୀ ଏକ ଗୋଲ୍ଡେନ୍ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730537421.jpg)
4/6
ଏହି ଲେହେଙ୍ଗାରେ ଅଭିନେତ୍ରୀ ମହାରାଣୀ ଭଳି ଦେଖାଯାଉଛନ୍ତି। ହିନା ଖାନ ତାଙ୍କ ମୁଣ୍ଡରେ ମଥାମଣି, ନାକରେ ନୋଥ ଏବଂ ବେକରେ ହାର ପିନ୍ଧି ଏକ ଚମତ୍କାର ଢଙ୍ଗରେ ନିଜର ଚେହେରାକୁ ସଜ୍ଜେଇ ଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730537449.jpg)
5/6
ଅଭିନେତ୍ରୀ ହିନା ଖାନ୍ ନିଜ ଚୁଟିକୁ କୁଞ୍ଚିତ କରିଥିବା ବେଳେ ହାଲୁକା ମେକ୍ଅପ୍ ଏବଂ ନ୍ୟୁଡ୍ ଲିପ୍ଷ୍ଟିକ୍ ଲଗେଇ ନିଜ ଆଉଟ୍ଲୁକ୍ ସମ୍ପୂର୍ଣ୍ଣ କରିଛନ୍ତି। ଅଭିନେତ୍ରୀଙ୍କ ଏହି ଲୁକ୍ରେ ପୁଣି ଥରେ ଇଣ୍ଟରନେଟରେ ହଙ୍ଗାମା କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730537483.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us