Devoleena Bhattacharjee shared romantic pics with husband
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748262047.jpg)
1/7
ଦେବୋଲିନା ଭଟ୍ଟାଚାର୍ଯୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଏଠାରେ ସେ ନିଜ ଜୀବନକୁ ନେଇ ପ୍ରତ୍ୟେକ ଅପଡେଟ୍ ଲୋକଙ୍କ ସହ ଶେୟାର କରନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748262134.jpg)
2/7
ରବିବାର ସକାଳେ, ଅଭିନେତ୍ରୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସ୍ୱାମୀ ଶାହନୱାଜ ଶେଖଙ୍କ ସହ ଅନେକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748262159.jpg)
3/7
ଏହି ଫଟୋଗୁଡ଼ିକୁ ଶେୟାର କରିବା ସମୟରେ, ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଏକ ଲମ୍ବା ନୋଟ୍ ମଧ୍ୟ ଲେଖିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748262189.jpg)
4/7
ଦେବୋଲିନା ଲେଖିଛନ୍ତି - ମୋ ଜୀବନର ପ୍ରେମ, ମୋ ଅଶାନ୍ତ ଜୀବନରେ ଶାନ୍ତି, ମୋର ଶକ୍ତି ଏବଂ ମୋ ପ୍ରତ୍ୟେକ ଦିନର ହସକୁ ଜନ୍ମଦିନର ଶୁଭେଚ୍ଛା। ତୁମ ସହିତ ବୃଢା ହେବା ମୋର ପ୍ରିୟ ସ୍ୱପ୍ନ ସତ ହେଉ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748262214.jpg)
5/7
ଏହି ଫଟୋଗୁଡ଼ିକରେ ଦେବୋଲିନା ଏବଂ ଶାହନୱାଜ ପରସ୍ପର ସହିତ ଖୁବ୍ ରୋମାଣ୍ଟିକ୍ ମୁଡ୍ରେ ଅଛନ୍ତି। ଅଭିନେତ୍ରୀ ଜଣକ ଏକ ଅଫ୍-ସୋଲ୍ଡର ଧଳା ପୋଷାକ ପିନ୍ଧିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748262245.jpg)
6/7
ଜନ୍ମଦିନରେ ଶାହନୱାଜ ଏକ କଳା ସାର୍ଟ ପିନ୍ଧିଛନ୍ତି। ସିଏ ତାଙ୍କ ସ୍ତ୍ରୀଙ୍କ ଉପରେ ଖୁବ୍ ପ୍ରେମ ବର୍ଷା କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748262273.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us