Bollywood celebrates welcomed New Year 2024 in this style
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704183731.jpg)
1/7
ନୂଆବର୍ଷକୁ ନିଜ ନିଜ ଢଙ୍ଗରେ ସ୍ୱାଗତ କଲେ ଏହି ବଲିଉଡ୍ ସେଲିବ୍ରେଟିଜ୍। ଜାଣନ୍ତୁ କିଏ ପାଳିଲେ କେମିତି...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704183808.jpg)
2/7
କରୀନା କପୁର ଖାନ ତାଙ୍କ ସ୍ୱାମୀ ସୈଫ୍ ଅଲି ଖାନ ଏବଂ ପିଲାମାନଙ୍କ ସହ ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷର ମଉଜ କରିଛନ୍ତି। ଏହି ସମୟରେ ସେ ଇନଷ୍ଟାଗ୍ରାମରେ ନିଜ ପରିବାର ସହିତ ନିଆଯାଇଥିବା ଏକ ମିରର୍ ସେଲ୍ଫି ଶେୟାର କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704183919.jpg)
3/7
ସୈଫ୍ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନ ଅଭିନେତ୍ରୀ ପଲକ୍ ତିୱାରୀଙ୍କ ସହ ନୂଆବର୍ଷ ପାଳନ କରିଥିବା ଦେଖିବାକୁ ମିଳିଛି। ଏହି ଦୁଇ ଷ୍ଟାର୍କିଡ୍ସ ଗୋଟିଏ କାର୍ରେ ଯାଉଥିବା ନଜର ଆସିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704183986.jpg)
4/7
ବରୁଣ ଧାୱନ ତାଙ୍କ ପତ୍ନୀ ନତାଶା ଦଲାଲଙ୍କ ସହ ଦୁବାଇରେ ନୂଆ ବର୍ଷକୁ ସ୍ୱାଗତ କରିଥିଲେ। ସେ ଇନ୍ଷ୍ଟାଗ୍ରାମ୍ରେ ଏହାର ଏକ ଭିଡିଓ ଶେୟାର କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704184052.jpg)
5/7
ମଲାଇକା ଅରୋରା ତାଙ୍କ ସାଙ୍ଗମାନଙ୍କ ସହିତ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା।| ଧଳା ସାର୍ଟ ଏବଂ ଚକଚକିଆ ପ୍ୟାଣ୍ଟ୍ରେ ମଲାଇକା ବହୁତ ହଟ୍ ଦେଖାଯାଉଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704184336.jpg)
6/7
କରଣ ଜୋହର ନୂଆବର୍ଷକୁ ରାନୀ ମୁଖାର୍ଜୀଙ୍କ ସହ ସ୍ୱାଗତ କରିଛନ୍ତି। କରଣ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ରାନୀ ମୁଖାର୍ଜୀଙ୍କ ସହ ନିଜର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704184404.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us