Big boss 18 fame yamini malhotra to make bollywood debut
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744190997.jpg)
1/7
ୟାମିନୀ ମାଲହୋତ୍ରା ଖୁବ୍ଶୀଘ୍ର କମେଡି ଫିଲ୍ମ "ଚିଲ୍ ମର୍ନା ବ୍ରୋ" ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେଜସ୍ ଦତ୍ତାନୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744191018.jpg)
2/7
ଏହି ଫିଲ୍ମରେ କମେଡି ସହିତ ଅନେକ ଆକର୍ଷଣୀୟ ଟ୍ୱିଷ୍ଟ୍ ଦେଖିବାକୁ ମିଳିବ। ସାମଗ୍ରିକ ଭାବରେ, ଏହା ଏକ ହାଲ୍କା –ଫୁଲ୍କା ମନୋରଞ୍ଜନ ଚଳଚ୍ଚିତ୍ର ହେବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744191045.jpg)
3/7
ଦିଲ୍ଲୀରେ ରହୁଥିବା ୟାମିନୀ ତାଙ୍କ ଅଭିନୟ ଦକ୍ଷତା ଦେଖାଇବା ପୂର୍ବରୁ ‘ବିଗ୍ ବସ୍ ୧୮’ରେ ନଜର ଆସିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744191072.jpg)
4/7
‘ବିଗ୍ ବସ୍’ ଘରେ ୟାମିନୀ ତାଙ୍କର ବୋଲ୍ଡ ଏବଂ ସ୍ପଷ୍ଟ କଥା ମାଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744191099.jpg)
5/7
ୟାମିନୀ ତାଙ୍କର ବଲିଉଡ୍ ଡେବ୍ୟୁ ବିଷୟରେ କହିଛନ୍ତି, "ମୁଁ ସବୁବେଳେ ଅଭିନୟର ଶୌକ୍ ଥିଲି। ବଲିଉଡ୍କୁ ଆସିବା ମୋର ସ୍ୱପ୍ନ ଥିଲା। ଏହି ଫିଲ୍ମଟି କମେଡି ଏବଂ ଟ୍ୱିଷ୍ଟ୍ରେ ପରିପୂର୍ଣ୍ଣ।"
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744191131.jpg)
6/7
ଜଣେ ଅଭିନେତ୍ରୀ ହେବା ବ୍ୟତୀତ, ୟାମିନୀ ଜଣେ ଦନ୍ତ ଚିକିତ୍ସକ ମଧ୍ୟ। ସେ ଟିଭି ଶୋ "ଘୁମ୍ ହେ କିସିକେ ପ୍ୟାର୍ ମେ" ଏବଂ "ମେ ତେରି ତୁ ମେରା"ରେ କାମ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744191157.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us