bhumi pednekar got brutally trolled for wearing blue outfit
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727253248.jpg)
1/7
ଅଭିନେତ୍ରୀଙ୍କ ଏହି ଲୁକ ଭାଇରାଲ ହେବାରେ ଲାଗିଛି। ଭୂମିଙ୍କର ଏହି ଲୁକ୍ ମିଶ୍ରିତ ପ୍ରତିକ୍ରିୟା ପାଇବାରେ ଲାଗିଛି। କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727253279.jpg)
2/7
ଭୂମିଙ୍କୁ ସବୁଜ ରଙ୍ଗର ଫୁଲ୍ ସ୍ଲିଭ୍ ଟପ୍ରେ ଦେଖିବାକୁ ମିଳିଥିଲା। ଏହା ସହିତ ସେ ଏକ ନୀଳ ରଙ୍ଗର କାର୍ପେଟ୍ ଷ୍ଟାଇଲ୍ ସ୍କର୍ଟ ପିନ୍ଧିଥିଲେ। ଏହି ସ୍କର୍ଟରେ ଏକ ଜଙ୍ଘ ଉଚ୍ଚ ସ୍ଲିଟ୍ ଥିଲା। ସେ ଲାଉଡ୍ ଲିପଷ୍ଟିକ୍ ଏବଂ ୱିଙ୍ଗ୍ ଆଇଲାଇନର୍ ସହିତ ପୂରା ଲୁକ୍ ସମାପ୍ତ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727253302.jpg)
3/7
ସେ ମିଡିଲ୍ ପାର୍ଟେଡ୍ ହେୟାର ଷ୍ଟାଇଲ୍ ଏବଂ ହାଇ ହିଲ୍ ସହିତ ତାଙ୍କ ଷ୍ଟାଇଲ୍ କରିଥିଲେ। ଭୂମିଙ୍କ ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋ ଶେୟାର କରି ସେ ଲେଖିଛନ୍ତି - ଏହି ଆଉଟ୍ଫିଟ୍ର ଭଲ କଥା ହେଉଛି ଏହି ସ୍କର୍ଟ ରଂଗରେ ତିଆରି ହୋଇଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727253345.jpg)
4/7
ଏହି ଲୁକ୍ ପାଇଁ ଭୂମିଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି। ଜଣେ ବ୍ୟକ୍ତିଲେଖିଛନ୍ତି – କିଛି ନ ମିଳିବାରୁ ସେ ଏକ ବେଡ୍ସିଟ୍ ପିନ୍ଧି ଚାଲି ଆସିଛନ୍ତି। ଆଉ ଜଣେ ଲେଖିଛନ୍ତି – ମତେ ତାଙ୍କ ଆଉଟ୍ଫିଟ୍ ପସନ୍ଦ ଆସିଲା ନାହିଁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727253384.jpg)
5/7
ସେହିପରି ଅନ୍ୟ ଜଣେ ଲେଖିଛନ୍ତି - ମ୍ୟାଟ୍ ଗୁଡ଼େଇ ହୋଇ ଆସିଛ କି? ତାଙ୍କ ପୋଷ୍ଟରେ ଏହିଭଳି ଅନେକ ନକରାତ୍ମକ ମତ ଦେଖାଯାଉଛି। ଠିକ୍ ଏହି ସମୟରେ କିଛି ଲୋକ ମଧ୍ୟ ଭୂମିଙ୍କ ଲୁକ୍କୁ ପ୍ରଶଂସା କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727253430.jpg)
6/7
ପ୍ରଶଂସା କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କିଏ କହୁଛନ୍ତି, ‘ଖୁବ୍ ସୁନ୍ଦର’ ତ ଆଉ କେହି କହୁଛନ୍ତି, ‘ମୁଁ ପାଗଳ ହେଇଯିବି।’ ଜଣେ କହିଛନ୍ତି, ‘ପାଞ୍ଚ ନମ୍ବର ଫଟୋଟି ମୋର ଭାରି ପ୍ରିୟ।’
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727253453.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us