Bhumi pednekar brutally trolled for her naagincore look
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727514299.jpg)
1/5
ତାଙ୍କ ଫଟୋ ଦେଖିଲେ ଲାଗେ ଭୂମି ତାଙ୍କ 'ନାଗିନ' ଯୁଗରେ ଅଛନ୍ତି! ସେ ଯେତେବେଳେ ‘୨୦୨୪ GQ ଶ୍ରେଷ୍ଠ ପୋଷାକ ପୁରସ୍କାର’ରେ ପହଞ୍ଚିଥିଲେ, ଛାତିରେ ସାପ ଗୁଡ଼ାଇ ଏକ ଅସାଧାରଣ ପୋଷାକ ପିନ୍ଧିଥିଲେ। ତାଙ୍କର ଏମିତି ଅବତାର ଦେଖି ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଖରାପ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727514327.jpg)
2/5
ରେଡ୍ କାର୍ପେଟରେ ଭୂମି ର’ ମ୍ୟାଙ୍ଗୋର ଗ୍ଲାସ୍ ଆର୍ମର୍ ଶାଢୀ ପିନ୍ଧିଥିଲେ, ଯେଉଁଥିରେ ଏକ ସ୍ୱତନ୍ତ୍ର ବ୍ରେଷ୍ଟ୍ପ୍ଲେଟ୍ ଥିଲା। ତାଙ୍କର ଏହି 'ନାଗିନ୍କୋର୍' ଲୁକ୍ ଦେଖି ନେଟେନିଜେନ୍ସମାନେ ଖରାପ ଭାବିଛନ୍ତି। କାରନ ତାଙ୍କ ବ୍ଲାଉଜ୍ରେ ଦୁଇଟି ମେଟାଲ୍ ସାପ ତିଆରି ହୋଇଛି। ତାଙ୍କର ଏହି ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727514348.jpg)
3/5
ବର୍ତ୍ତମାନ ଲୋକମାନେ ତାଙ୍କୁ ଉର୍ଫି ଜାଭେଦ୍ ସହିତ ତୁଳନା କରୁଛନ୍ତି। ଭାଇରାଲ୍ ଭିଡିଓ ଦେଖିବା ପରେ ଜଣେ ଲେଖିଛନ୍ତି - ଯଦି ଏହିପରି ହୁଏ, ତେବେ ଉର୍ଫି ଏହାଠାରୁ ଭଲ'। ଆଉ ଜଣେ କହିଛନ୍ତି - ମୁଁ ଭାବୁଛି ଉର୍ଫିଙ୍କ ଡ୍ରେସିଂ ସେନ୍ସ ଆଙ୍କ ଅପେକ୍ଷା ଭଲ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727514411.jpg)
4/5
ଭାଇରାଲ୍ ଭିଡିଓ ଉପରେ ମନ୍ତବ୍ୟ ଦେଇ ଅନ୍ୟ ଜଣେ ଲେଖିଛନ୍ତି - ବୁଲେଟ୍ ପ୍ରୁଫ୍ ନାଗିନ୍। ଆଉ ଜଣେ କହିଛନ୍ତି - ହେ ପ୍ରଭୁ ହରି କୃଷ୍ଣ ଜଗନ୍ନାଥ ପ୍ରେମାନନ୍ଦ ଜୀ, ଏ କ'ଣ ପିନ୍ଧଛନ୍ତି? ଆଉ ଜଣେ କହିଛନ୍ତି - ଏ କି ବକ୍ବାସ୍...' ଆଉ ଜଣେ ଲେଖିଛନ୍ତି - ଫ୍ୟାଶନ୍ ନାଁ କିଛି ବି... ହେଲେ ଏମିତି କାହିଁକି, ଆବଶ୍ୟକତା କ’ଣ?
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727514446.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us