Avneet kaur shared latest Kashmir vacation pics
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740216136.jpg)
1/5
ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଲାଟେଷ୍ଟ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଏଥେନିକ୍ ଲୁକ୍ ଦେଖି ପ୍ରଶଂସକମାନଙ୍କ ଆଖିର ପଲକ ପଡୁନି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740216156.jpg)
2/5
ଅବନୀତ କୌରଙ୍କ ଏହି ଫଟୋ କାଶ୍ମୀର ଭାକେସନରୁ ଆସିଛି, ଯେଉଁଠାରେ ସେ ପ୍ରକୃତିକୁ ଉପଭୋଗ କରୁଥିବା ଦେଖିବାକୁ ମିଳେ। ତାଙ୍କର ଏହି ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ତାଙ୍କ ଲୁକ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740216182.jpg)
3/5
ଅଭିନେତ୍ରୀ ଏକ ଧଳା କାଶ୍ମୀର ସୁଟ୍ ଏବଂ ଗୋଲାପୀ ରଙ୍ଗର ଡୁପାଟ୍ଟା ପିନ୍ଧି ନିଜର ଆଉଟ୍ଲୁକ୍ ଅତି ସୁନ୍ଦର ଭାବରେ ସଜ୍ଜେଇଛନ୍ତି। ତାଙ୍କ ମୁହଁରେ ଥିବା ସୁନ୍ଦର ହସ ଲୋକଙ୍କ ହୃଦୟ କିଣିବାରେ ଲାଗିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740216215.jpg)
4/5
ଯେତେବେଳେ ବି ଅବନୀତ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋକୁ ଲାଇକ୍ ଏବଂ କମେଣ୍ଟ କରନ୍ତି। ଏହି ଫଟୋଗୁଡ଼ିକରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740216244.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us