Advertisment

Avneet Kaur: ବ୍ୟାକ୍‌ଲେସ୍ ଡ୍ରେସ୍‌ରେ ଅବନୀତ କୌର୍‌ ଦେଖାଇଲେ କର୍ଭି ଫିଗର୍‌; ଲୋକେ ପାଗଳ

ଅବନୀତ କୌର୍‌ ଗତ କିଛି ମାସ ଧରି ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। କେତେବେଳେ ବିରାଟ କୋହଲି ତାଙ୍କ ଫଟୋକୁ ଲାଇକ୍ କରିବାକୁ ନେଇ ହଙ୍ଗାମା ହୋଇଛି ତ କେତେବେଳେ ଅଭିନେତ୍ରୀ ଟମ୍ କ୍ରୁଜ୍‌ଙ୍କ ସହିତ ପୋଜ୍ ଦେଉଥିବାର ଦେଖାଯାଇଥିଲା। ଏବେ ପୁଣି ଥରେ ସେ ଖବରରେ ଅଛନ୍ତି। ଅଭିନେତ୍ରୀଙ୍କୁ ବେଳାଭୂମିରେ ପୋଜ୍ ଦେବା ଦେଖାଯାଇଛି।

Avneet Kaur flaunts her curvy figure in backless dress

Avneet Kaur flaunts her curvy figure in backless dress

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ