Advertisment

ମଲାଇକା ଅରୋରାଙ୍କ ପିତୃ ବିୟୋଗ ପରେ ଭାଇରାଲ୍ ହେଉଛି ବାପା-ଝିଅଙ୍କ ସ୍ୱତନ୍ତ୍ର ଫଟୋ

ବୁଧବାର ସକାଳେ ପ୍ରସିଦ୍ଧ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପରିବାର ଉପରେ ଦୁଃଖର ପାହାଡ ପଡିଛି ଯେତେବେଳେ ତାଙ୍କ ନାପା ଅନିଲ ଅରୋରା ବାନ୍ଦ୍ରାସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପରେ, ବର୍ତ୍ତମାନ ମଲାଇକା ଏବଂ ତାଙ୍କ ବାପାଙ୍କ ୧୦ଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟଙ୍କ ବଣ୍ଡିଂ ସ୍ପଷ୍ଟ ଦେଖାଯାଉଛି।

After father death malaika and anil arora 10 photos went viral on social media

After father death malaika and anil arora 10 photos went viral on social media

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ