ଆସୁଛନ୍ତି ପ୍ରଭୁ ଶ୍ରୀରାମ। ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା। ସୋମବାର ହେବ ପ୍ରାଣ ପ୍ରତିଷ୍ଠା। ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ।
Published By: Manoranjan Behera
Last updated: 20 January 2024, 03:05 PM IST
ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବପ୍ରବଣ ଭକ୍ତଙ୍କ ଉତ୍ସାହ କାହିଁରେ କ’ଣ ।
ଅଯୋଧ୍ୟାରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼।
ମୁଣ୍ତରେ ଶ୍ରୀରାମଙ୍କ ଚିତା ଆଙ୍କୁଛନ୍ତି ଜଣେ କୁନି ଶ୍ରଦ୍ଧାଳୁ
ରାମ ମନ୍ଦିର ପ୍ରବେଶ ଦ୍ୱାରରେ ନିର୍ମିତ ବିରାଟକାୟ ବୀଣା