ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ । ରାତିରେ ବହୁଗୁଣ ବଢ଼ିଯାଉଛି ରାମ ମନ୍ଦିର ଗର୍ଭଗୃହ ସୌନ୍ଦର୍ଯ୍ୟ । ପଥରର ସୂକ୍ଷ୍ମ କାରିଗରୀକୁ ଅଧିକ ଆକର୍ଷଣୀୟ କରୁଛି ସୌମ୍ୟ-ଶୁଭ୍ର ଆଲୋକ ସଜ୍ଜା । ପବିତ୍ର ମୁହୂର୍ତ୍ତ ଯେତିକି ପାଖେଇ ଆସୁଛି, ସେତେ ଦିବ୍ୟ ହୋଇଉଠୁଛି ଅଯୋଧ୍ୟା ।
Published By: Manoranjan Behera
Last updated: 11 January 2024, 03:25 PM IST
ଶେଷ ପର୍ଯ୍ୟାୟରେ ରାମଲାଲାଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ
ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରବେଶ ପଥରେ ସ୍ଥାପିତ ହେଲା ଗରୁଡ଼ଙ୍କ ମୂର୍ତ୍ତି
ଅଭିଭୁତ କଲା ଭଳି ବିଶାଳ ମନ୍ଦିରର ନିଖୁଣ ନିର୍ମାଣ ଶୈଳୀ
ମନ୍ଦିର ଦ୍ୱାର ଗୁଡ଼ିକରେ ଲାଗିଲା ସୁନା ଛାଉଣୀ କବାଟ
ରାତିର ଅନ୍ଧାରରେ ଝଲସୁଛି ପୂରା ଅଯୋଧ୍ୟା । ଶ୍ରୀରାମଙ୍କୁ ଅପେକ୍ଷା କରିଛି ଭବ୍ୟ ରାମ ମନ୍ଦିର ।