child
Advertisment
ଦୁବାଇ : ବନ୍ଦ ବ୍ୟାଗ୍ ଭିତରୁ ମିଳିଲା ଶିଶୁ । ଦୁବାଇ ଏୟାରପୋର୍ଟରୁ ବ୍ୟାଗ୍ ଭିତରୁ ମିଳିଲା ଏହି ଜୀବନ୍ତ ଶିଶୁଟି। ଶିଶୁଟିକୁ ଅପହରଣ କରି କରାଚିରୁ ଏକ ଟ୍ରାଭେଲ ବ୍ୟାଗ୍ ଭିତରେ କେହି ଯାତ୍ରୀ ଲୁଚାଇ ନେଉଥିଲା। ଏତିକି ବେଳେ ସୁରକ୍ଷାକର୍ମୀଙ୍କ ହାବୁଡରେ ପଡି ଧରାପଡିଲା।
Advertisment
ଉଦ୍ଧାର ଶିଶୁଟିର ବୟସ ୫ ମାସ ହେବ। ଏହି ଘଟଣା ସମ୍ପର୍କରେ ଗତ ୧୪ ତାରିଖ ଦିନ ଆଇପିଏସ୍ ଅଧିକାରୀ ଏଚ୍ଜିଏସ୍ ଧଲିଓ୍ୱାଲ ଟ୍ୱିଟ୍ କରି ଜଣାଇବା ପରେ ଘଟଣାଟି ସାରା ବିଶ୍ୱରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଉଦ୍ଧାର ଶିଶୁଟି ଏବେ ସୁସ୍ଥ ଅଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/child-1_1626678881.jpg)