Advertisment

ଉତ୍ସାହିତ ଶରଣାର୍ଥି ପରିବାର ; ନବଜାତ ଶିଶୁର ନାଁ ରଖିଲେ ‘ନାଗରିକତା ’

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ସାହିତ ଶରଣାର୍ଥି ପରିବାର। ତାଙ୍କ ନବଜାତ ଶିଶୁକନ୍ୟାର ନାଁ ରଖିଥିଲେ ‘ନାଗରିକତା’। ଦିଲ୍ଲୀର ମଜନୁ-କା-ଟିଲା ଅଞ୍ଚଳରେ ବସବାସ କରୁଥିବା ଏଇ ଶରଣାର୍ଥୀ ପରିବାରକୁ ଭେଟିଥିଲା ଓଟିଭି । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସେହି ଶିଶୁର ନାମ ଉଲ୍ଲେଖ୍ୟ କରିଥିଲେ । ନାଗରିକତା ସଂଶୋଧନ ଆଇନକୁ ନେଇ ଶରଣାର୍ଥୀଙ୍କ ଶିବିରରେ ଉତ୍ସାହ । ନବଜାତ ଶିଶୁର ନାଁ ରଖିଲେ ‘ନାଗରିକତା’ #CitizenshipAmmendmentAct pic.twitter.com/ST3BFLbUeE — ଓଟିଭି (@otvkhabar) December […]

ଉତ୍ସାହିତ ଶରଣାର୍ଥି ପରିବାର  ; ନବଜାତ ଶିଶୁର ନାଁ ରଖିଲେ ‘ନାଗରିକତା ’

refugee

Advertisment

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ସାହିତ ଶରଣାର୍ଥି ପରିବାର। ତାଙ୍କ ନବଜାତ ଶିଶୁକନ୍ୟାର ନାଁ ରଖିଥିଲେ ‘ନାଗରିକତା’। ଦିଲ୍ଲୀର ମଜନୁ-କା-ଟିଲା ଅଞ୍ଚଳରେ ବସବାସ କରୁଥିବା ଏଇ ଶରଣାର୍ଥୀ ପରିବାରକୁ ଭେଟିଥିଲା ଓଟିଭି । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସେହି ଶିଶୁର ନାମ ଉଲ୍ଲେଖ୍ୟ କରିଥିଲେ ।

Advertisment

୨୦୧୨ ମସିହାରେ ପାକିସ୍ତାନରୁ ଆସି ଭାରତରେ ଶରଣ ନେଇଥିବା କିଛି ହିନ୍ଦୁ ପରିବାର ଏବେ ଦିଲ୍ଲୀର ମଜନୁ-କା-ଟିଲାରେ ରହୁଛନ୍ତି । ନିଜକୁ ଭାରତୀୟ ବୋଲାଇବା ପାଇଁ ତାଙ୍କର ଦୀର୍ଘ ୭ ବର୍ଷର ଅପେକ୍ଷା, ଏହି ଆଇନ ଲାଗୁ ହେବା ପରେ ଶେଷ ହୋଇଛି ବୋଲି ଖୁସିରେ କହିଛନ୍ତି ଏହି ଶରଣାର୍ଥୀ ପରିବାର । ତେଣୁ ସେମାନେ ନିଜ ନବଜାତ ଶିଶୁ କନ୍ୟାର ନାଁ ‘ନାଗରିକତା’ ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ