Advertisment

Youth Attacked With Sword: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଯୁବକକୁ ଆକ୍ରମଣ

ଭୁବନେଶ୍ବର ଭଗବାନପୁରରେ ବୁଲିଲା ଖଣ୍ଡା। କାଫେ ସାମ୍ନାରେ ଯୁବକକୁ ଖଣ୍ଡାରେ ଆକ୍ରମଣ। କାର ଭଙ୍ଗାରୁଜା କଲେ ଦୁର୍ବୃତ୍ତ। ସିସିଟିଭି ଦେଖିଲା ଆତଙ୍କରାଜ। ତମାଣ୍ଡୋ ଥାନାରେ ଏତଲା। ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ।

Youth Attacked With Sword

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଯୁବକକୁ ଆକ୍ରମଣ Photograph: (OTV)

Advertisment

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ୱର ଭଗବାନପୁରରେ ଏକ କାଫେ ସାମ୍ନାରେ ଯୁବକକୁ ଖଣ୍ଡାରେ ଆକ୍ରମଣ I ଗତକାଲି ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଜଣେ ଗୁରୁତର ହୋଇଛନ୍ତନ୍ତି I ସିସିଟିଭିରେ କଏଦ ହୋଇଛି ଏହି ଆତଙ୍କ ରାଜ୍ I ୩ଟି ବାଇକରେ ୬ ଜଣ ଆସି କାଫେରେ କାମ କରୁଥିବା ଯୁବକଙ୍କୁ ଆକ୍ରମଣ କରିଛନ୍ତି। 

Advertisment

ଏଥି ସହିତ ଦୁଇଟି କାର ଭଙ୍ଗାରୁଜା ମଧ୍ୟ କରିଛନ୍ତି I ଆହତ ଯୁବକଙ୍କ ବାପା ତମାଣ୍ଡୋ ଥାନାରେ ଏତଲା ଦେଇଛନ୍ତି I ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଚଳାଇଛି I ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ କରାଯାଉଛି। 

  • ଭୁବନେଶ୍ବର ଭଗବାନପୁରରେ ବୁଲିଲା ଖଣ୍ଡା
  • କାଫେ ସାମ୍ନାରେ ଯୁବକକୁ ଖଣ୍ଡାରେ ଆକ୍ରମଣ
  • କାର ଭଙ୍ଗାରୁଜା କଲେ ଦୁର୍ବୃତ୍ତ
  • ସିସିଟିଭି ଦେଖିଲା ଆତଙ୍କରାଜ
  • ତମାଣ୍ଡୋ ଥାନାରେ ଏତଲା 
  • ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ
Advertisment
Odisha News Crime News Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ