ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ Photograph: (OTV)
ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ। ଶିଶୁ ବାଟିକା କୋର୍ସ କରିବା ପରେ ବି ନିଯୁକ୍ତି ନ ମିଳିବାରୁ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ। ଏକାଧିକ ଥର ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ।
ହଠାତ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀ ଜଣକ ନିଜ ଡ୍ରେସରେ ନିଆଁ ଲଗାଇଥିଲେ। ତାଙ୍କର ଡ୍ରେସ ଓ ଗୋଡରେ ନିଆଁ ଲାଗିଥିଲା ସୂଚନା ରହିଛି। ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଟାଉନ୍ ଥାନା ପୋଲିସ ଆମ୍ବୁଲାନ୍ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବତୀ ଜଣକ ଭଦ୍ରକ ଜିଲ୍ଲା ଶ୍ୟାମସୁନ୍ଦରପୁର ଅଞ୍ଚଳର ବୋଲି ଜଣାପଡିଛି।
- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ
- ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ
- ଶିଶୁ ବାଟିକା କୋର୍ସ କରିବା ପରେ ବି ନିଯୁକ୍ତି ନ ମିଳିବାରୁ ଆତ୍ମାହୁତି ଉଦ୍ୟମ
- ଏକାଧିକ ଥର ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ
- ହଠାତ୍ ନିଆଁ ଲଗାଇ ଦେଇଥିଲେ ଯୁବତୀ, ଡ୍ରେସ୍ ଓ ଗୋଡ଼ ପୋଡ଼ିଯାଇଛି
- ଭଦ୍ରକ ହସ୍ପିଟାଲରେ ଆହତ ଯୁବତୀଙ୍କୁ ଭର୍ତ୍ତି କଲା ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/21/young-woman-attempts-suicide-2026-02-21-19-39-59.jpg)