Advertisment

୫ ଦିନରେ ସରିଗଲା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର : ମାତ୍ର ୫ ଦିନ ମଧ୍ୟରେ ସରିଗଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଅାଜି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ପ୍ରଦୀପ ଅମାତ। ନଭେମ୍ବର ୧୬ରୁ ଅାରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୫ ଯାଏଁ ଚାଲିବା ପାଇଁ ଧାର୍ଯ୍ୟ ହୋଇଥିଲା। ଢେଙ୍କାନାଳ ବଳରାମପୁରରେ ବିୟର ଫ୍ୟାକ୍‌ଟ୍ରି ପାଇଁ ଗଛକଟା ପ୍ରସଙ୍ଗ ଏବଂ ଚାଷୀ ସମସ୍ୟା ଅାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋ ହଲ୍ଲା ହୋଇଥିଲା। ତେବେ ୨୩ଟି କାର୍ଯ୍ୟଦିବସୀୟ ଅଧିବେଶନ ମାତ୍ର ୫ ଦିନ […]

୫ ଦିନରେ ସରିଗଲା ବିଧାନସଭାର ଶୀତ ଅଧିବେଶନ

assembly3

Advertisment

ଭୁବନେଶ୍ୱର : ମାତ୍ର ୫ ଦିନ ମଧ୍ୟରେ ସରିଗଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଅାଜି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ପ୍ରଦୀପ ଅମାତ। ନଭେମ୍ବର ୧୬ରୁ ଅାରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୫ ଯାଏଁ ଚାଲିବା ପାଇଁ ଧାର୍ଯ୍ୟ ହୋଇଥିଲା।

Advertisment

ଢେଙ୍କାନାଳ ବଳରାମପୁରରେ ବିୟର ଫ୍ୟାକ୍‌ଟ୍ରି ପାଇଁ ଗଛକଟା ପ୍ରସଙ୍ଗ ଏବଂ ଚାଷୀ ସମସ୍ୟା ଅାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋ ହଲ୍ଲା ହୋଇଥିଲା। ତେବେ ୨୩ଟି କାର୍ଯ୍ୟଦିବସୀୟ ଅଧିବେଶନ ମାତ୍ର ୫ ଦିନ ମଧ୍ୟରେ କାହିଁକି ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ହେଲା, ତାକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗୃହକୁ ମୁଲତବୀ ପୂର୍ବରୁ ବିଜେପି କକ୍ଷତ୍ୟାଗ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: