Arun-Bothra
ଭୁବନେଶ୍ୱର : କୁନି ଝିଅ ପରୀ ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ରାଜ୍ୟ । ଛେ।ଟ ଝିଅକୁ ନ୍ୟାୟ ଦେବା ଲାଗି ସବୁଆଡେ ଏକା ସ୍ୱର ଦେଖିବାକୁ ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଘଟଣାରେ ଜେ।ରଦାର ହେ।ଇଛି ଏସଆଇଟି ତଦନ୍ତ । ମାମଲାରେ ବାବୁଲି ନାୟକଙ୍କୁ ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଛି । କେବଳ ଏତିକି ନୁହେଁ ବରଂ ବାବୁଲି ନାୟକଙ୍କ ଘର ଯାଞ୍ଚ ବି କରିଛି । ତେବେ ଏହି ସମୟରେ ବିଜୟ ବେହେରାଙ୍କୁ ବି ଆଣିଛି ଏସଆଇଟି ।
କାରଣ ପୂରା ଘଟଣାରେ ବାବୁଲିର ହାତ ଥିବା ପୂର୍ବରୁ ପରୀର ପରିବାର ଲେଆକ ଅଭିଯେ।ଗ କରିଛନ୍ତି । ପରୀ ପରିବାରର ଲେ।କଙ୍କ ଅଭିଯେ।ଗ ପରେ ବାବୁଲିକୁ ନେଇ ଅଧିକ ଖେ।ଳତାଡ କରାଯାଉଛି । ତେବେ ଘଟଣା ଦିନ ସେ କେଉଁଠାରେ ଥିଲା ତାହାକୁ ନେଇ ତନାଘନା ବି କରାଯାଉଛି । ତେବେ ଘଟଣାରେ ଦେ।ଷୀ କିଏ ତାହାକୁ ଧରିବାକୁ ଜେ।ରଦାର ଉଦ୍ୟମ କରୁଛି ଏସଆଇସି । ତେବେ ପୂରା ଘଟଣାରେ ଖିଅ କାଢିବାକୁ ୨ ସପ୍ତାହ ସମୟ ଦେବାକୁ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବେ।ଥ୍ରା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Arun-Bothra_1625046859.jpg)