ଶିଶୁ ସେବିକା ଚୟନରେ ଅନିୟମିତତା Photograph: (OTV)
Advertisment
ଶିଶୁ ସେବିକା ଚୟନରେ ଅନିୟମିତତା ଅଭିଯୋଗ କରି ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ। ରାସ୍ତା କଡରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପୂର୍ଲା ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
Advertisment
ସୂଚନା ଅନୁଯାୟୀ ଶିଶୁ ବାଟିକାରେ ଶିଶୁ ସେବିକା ଚୟନ ପାଇଁ ଡିସେମ୍ବର ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀ ପାଇଁ ଗାଁର ୭ ଜଣ ଆବେଦନ କରିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କହାକୁ ଦିଆନଯାଇ ପୂର୍ଲା ଗାଁରୁ ଜଣେ ଯୁବତୀଙ୍କୁ ଚୟନ କରାଯାଇଛି। ଏହାକୁ ବିରୋଧ କରି ଆଜି ସ୍କୁଲରେ ତାଲା ପକାଇଛନ୍ତି ଗାଁ ଲୋକେ।
- ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
- ରାସ୍ତା କଡରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
- ଶିଶୁ ସେବିକା ଚୟନରେ ଅନିୟମିତତା ଅଭିଯୋଗରେ ସ୍କୁଲରେ ତାଲା
- ଝରିଗାଁ ବ୍ଲକ ପୂର୍ଲା ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/students-study-on-roadside-2026-02-16-15-55-39.jpg)