ଅଦ୍ୟତନ ହୋଇଛି
unlock-6
Advertisment
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ Unlock-6 Guideline ଆଜି ଜାରି ହୋଇଛି। ନଭେମ୍ବର ପାଇଁ ଏହି ଅନ୍ଲକ୍-୬ ଗାଇଡ୍ଲାଇନ୍ ଜାରି ହୋଇଛି।
Advertisment
ଜାଣନ୍ତୁ ଅନ୍ଲକ୍-୬ ଗାଇଡ୍ଲାଇନ୍ରେ କ’ଣ କ’ଣ ସବୁ ରହିଛି:
- କଣ୍ଟେନ୍ମେଣ୍ଟ ଜୋନ୍ରେ ପୂର୍ବଭଳି କଟକଣା ବଳବତ୍ତର ରହିବ।
- ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ସ୍ଥିର କରିବେ ଅବରୋଧ ଅଞ୍ଚଳ
- ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍, ସୁଇମିଂ ପୁଲ୍
- ବାହାଘରରେ ସର୍ବାଧତ୍କ ୨୦୦ ଲୋକ ଯୋଗ ଦେଇପାରିବେ
- ଅନ୍ତିମ ସଂସ୍କାରରେ ସର୍ବାଧତ୍କ ୫୦ ଜଣ ଯୋଗ ଦେଇପାରିବେ
- ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ
- ନଭେମ୍ୱର ୧୬ରୁ ଖୋଲିବ ସ୍କୁଲ
- ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ
- ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ
- ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲି ପାରିବ ଧର୍ମାନୁଷ୍ଠାନ
- ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇ ପାରିବ
- ପରିସ୍ଥିତିକୁ ଦେଖତ୍ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇପାରିବେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/unlock-6_1625166872.jpg)