Advertisment

Two Juvenile Inmates Escape: ୨ ବାଳ ଅପରାଧୀ ଚମ୍ପଟ୍, ଡ୍ରେନ୍ ଗାତରେ ଗଳି ଫେରାର୍

୨ ବାଳ ଅପରାଧୀ ଚମ୍ପଟ୍। ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହରୁ ୨ ବାଳ ଅପରାଧୀ ଚମ୍ପଟ୍। ଡ୍ରେନ୍ ଗାତରେ ଗଳି ୨ ଜଣ ଫେରାର୍ ହୋଇଯାଇଛନ୍ତି। ଜଣେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଂଚଳର। ଅନ୍ୟ ଜଣେ କଟକ ଟାଙ୍ଗୀ ଥାନା ହରିପୁର ଗ୍ରାମର। ୧୪ ତାରିଖରୁ ଜେଲ୍ ରୁ ଚମ୍ପଟ୍ ମାରିଥିବା ସୂଚନା।

Two Juvenile Inmates Escape

୨ ବାଳ ଅପରାଧୀ ଚମ୍ପଟ୍, ଡ୍ରେନ୍ ଗାତରେ ଗଳି ଫେରାର୍ Photograph: (OTV)

Advertisment

ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହରୁ ଦୁଇ ବାଳ ଅପରାଧୀ ଚମ୍ପଟ। ଡ୍ରେନର ଗର୍ତ୍ତରେ ଗଳି ଦୁଇଜଣ ଫେରାର ହୋଇଯାଇଥିବା ଜଣାପଡିଛି। ଦୁଇ ନାବାଳକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଂଚଳର ଓ ଅନ୍ୟ ଜଣେ କଟକ ଜିଲ୍ଲା ଟାଙ୍ଗି ଥାନା ହରିପୁର ଗ୍ରାମର। 

Advertisment

ଚମ୍ପଟ ହେବା ପରେ ବହୁ ଖୋଜାଖୋଜି ପରେ ନ ମିଳିବାରୁ ଥାନାରେ ମାମଲା ଦେଇଛନ୍ତି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷଣ ଗୃହର କାଉନସେଲର। ଗତ ୧୪ ତାରିଖରେ ଦୁଇ ନାବାଳକ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି।

  • ୨ ବାଳ ଅପରାଧୀ ଚମ୍ପଟ୍
  • ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହରୁ ୨ ବାଳ ଅପରାଧୀ ଚମ୍ପଟ୍
  • ଡ୍ରେନ୍ ଗାତରେ ଗଳି ୨ ଜଣ ଫେରାର୍ ହୋଇଯାଇଛନ୍ତି
  • ଜଣେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଂଚଳର
  • ଅନ୍ୟ ଜଣେ କଟକ ଟାଙ୍ଗୀ ଥାନା ହରିପୁର ଗ୍ରାମର
  • ୧୪ ତାରିଖରୁ ଜେଲ୍ ରୁ ଚମ୍ପଟ୍ ମାରିଥିବା ସୂଚନା
Advertisment
Juvenile Offenders Odisha Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ