Advertisment

Teacher Accused of Assaulting Students: ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ପିଟିଲେ ଶିକ୍ଷୟିତ୍ରୀ, ବିଦ୍ୟାଳୟ ଘେରି ହୋହଲ୍ଲା କଲେ ଗ୍ରାମବାସୀ

ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ପିଟିଲେ ଶିକ୍ଷୟିତ୍ରୀ। ବିଦ୍ୟାଳୟ ଘେରି ହୋହଲ୍ଲା କଲେ ଗ୍ରାମବାସୀ। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ପାଟଣା ସ୍ଥିତ ଆଠଗଡ଼ ଦୁର୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ l

Teacher Accused of Assaulting Students

ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ପିଟିଲେ ଶିକ୍ଷୟିତ୍ରୀ Photograph: (OTV)

Advertisment

ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ପିଟିଲେ ଶିକ୍ଷୟିତ୍ରୀ l ବିଦ୍ୟାଳୟ ଘେରି ହୋହଲ୍ଲା କଲେ ଗ୍ରାମବାସୀ l ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ପାଟଣା ସ୍ଥିତ ଆଠଗଡ଼ ଦୁର୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ l 

Advertisment

ସୂଚନା ମୁତାବକ୍, ବିଦ୍ୟାଳୟର ଝରଣା ପ୍ରଧାନ ନାମକ ଜଣେ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଶୌଚାଳୟ ସଫା କରିବାକୁ କହିବା ସହ ଛାତ୍ର ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି l ତେବେ ଶିକ୍ଷୟିତ୍ରୀ ମାଡ଼ ମାରିବା ପରେ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ କାନ୍ଦୁଥିବା ବେଳେ ଅଭିଭାବକ ଖବର ପାଇ ବିଦ୍ୟାଳୟରେ ପହଞ୍ଚି ହୋହାଲ୍ଲା କରିବା ସହ ଶିକ୍ଷୟତ୍ରୀଙ୍କୁ ଘେରିଯାଇଥିଲେ l ପରେ ଉପରିସ୍ଥ ଅଧିକାରୀ ପହଞ୍ଚି ବୁଝାସୁଝା କରିଛନ୍ତି l 

ଅନ୍ୟପଟେ ଏନେଇ କ୍ୟାମେରା ଆଗରେ ମୁହଁ ହୋଲିନାହାନ୍ତି ଶିକ୍ଷୟିତ୍ରୀ l

  • ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ପିଟିଲେ ଶିକ୍ଷୟିତ୍ରୀ
  • ବିଦ୍ୟାଳୟ ଘେରି ହୋହଲ୍ଲା କଲେ ଗ୍ରାମବାସୀ
  • କବିସୂର୍ଯ୍ୟନଗର ଆଠଗଡ଼ପାଟଣାରୁ ଆସିଛି ଅଭିଯୋଗ
Advertisment
School Ganjam Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ