Advertisment

Sudden Heavy Rain Hits Capital City: ରାଜଧାନୀରେ ବର୍ଷା; ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଛେଚିଲା

ରାଜଧାନୀରେ ଲଘୁଚାପ ବର୍ଷା। ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଛେଚିଲା। ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଛି।ଟ୍ବିନ୍ ସିଟିକୁ ଆଗାମୀ ୩ ଘଣ୍ଟା ଯାଏ ବଜ୍ରପାତ ଆଲର୍ଟ।

Sudden Heavy Rain Hits Capital City

ରାଜଧାନୀରେ ବର୍ଷା; ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଛେଚିଲା Photograph: (OTV)

Advertisment

ରାଜଧାନୀରେ ଲଘୁଚାପ ବର୍ଷା। ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଛେଚିଲା। ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଛି । କିଛି କିଛି ସ୍ଥାନରେ ଗଛ ଭାଙ୍ଗିଥିବା ସୂଚନା ମିଳୁଛି। କଟକରେ ବି ବର୍ଷା ହୋଇଛି। 

Advertisment

ଟ୍ବିନ୍ ସିଟିକୁ ଆଗାମୀ ୩ ଘଣ୍ଟା ଯାଏ ବଜ୍ରପାତ ଆଲର୍ଟ ଜାରି ହୋଇଛି। ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂପୁର, ମୟୂରଭଞ୍ଜ, ଗଞ୍ଜାମ , ଗଜପତି , ରାୟଗଡ଼ା ଏବଂ କେନ୍ଦ୍ରାପଡା ଜିଲ୍ଲା ପାଇଁ ଆଗାମୀ ୩ ଘଣ୍ଟ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

  • ରାଜଧାନୀରେ ଲଘୁଚାପ ବର୍ଷା
  • ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଛେଚିଲା
  • ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଛି
  • ଟ୍ବିନ୍ ସିଟିକୁ ଆଗାମୀ ୩ ଘଣ୍ଟା ଯାଏ ବଜ୍ରପାତ ଆଲର୍ଟ
Advertisment
Heavy Rain Odisha Weather Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ