ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ରାସ୍ତାକୁ ଓହ୍ଲାଇଲେ ଶୈଳବାଳା କଲେଜ୍ ଛାତ୍ରୀ Photograph: (OTV)
Advertisment
ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ରାସ୍ତାରେ ଛାତ୍ରୀ। ‘ଶୈଳବାଳା କଲେଜ୍’କୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଛାତ୍ରୀଙ୍କ ପ୍ରତିବାଦ। ୧୧୩ ବର୍ଷ ପୂରୁଣା କଲେଜକୁ କାହିଁକି ବିଶ୍ୱ ବିଦ୍ୟାଳୟ ମାନ୍ୟତା ମିଳୁନି ବୋଲି ପ୍ରଶ୍ନ କରୁଛନ୍ତି ଛାତ୍ରୀ ?
Advertisment
ଏଣୁ ‘ଶୈଳବାଳା କଲେଜ୍’କୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ କଲେଜ୍ ସମ୍ମୁଖକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଲା ୨୮ ଦିନ ଧରି ଧାରଣାରେ ବସିଛନ୍ତି ପିଲାଏ ହେଲେ ଗତକାଲି ବଜେଟରେ ବି ଏନେଇ ଘୋଷଣା ହୋଇନଥିବା ଅଭିଯୋଗ କରି ପୁଣି ଥରେ ଧାରଣାକୁ ଜୋରଦାର କରାଯାଇଛି।
- ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ରାସ୍ତାରେ ଛାତ୍ରୀ
- ରାସ୍ତାକୁ ଓହ୍ଲାଇଲେ ଶୈଳବାଳା କଲେଜ୍ ଛାତ୍ରୀ
- ‘ଶୈଳବାଳା କଲେଜ୍’କୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି
- ଗଲା ୨୮ ଦିନ ଧରି ଧାରଣାରେ ବସିଛନ୍ତି ଛାତ୍ରୀ
- ରାସ୍ତାକୁ ଆସି କଲେଜ୍ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ
- ବଜେଟରେ ବି ଘୋଷଣା ନହେବା ପରେ ବଢ଼ିଲା ଅସନ୍ତୋଷ
- ରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କଲେ ଶୈଳବାଳା କଲେଜ୍ ଛାତ୍ରୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/21/students-protest-demanding-university-status-2026-02-21-16-54-59.jpg)