Advertisment

Bhubaneswar Youth Kidnapped: ରାଜଧାନୀରେ ଯୁବକଙ୍କୁ ଅପହରଣ, ନିଜ ଦୋକାନରେ ବସିଥିବା ବେଳେ ଡାକିନେଇ ଅପହରଣ

କୋରଡ଼କଣ୍ଟାରୁ ଯୁବକଙ୍କୁ ଅପହରଣ ଅଭିଯୋଗ। ଅପହୃତ ଯୁବକ ଦେବାଶିଷ ସାହୁ। କାଲି ରାତିରେ ୭ରୁ ୮ ଯୁବକ ଆସି ଅପହରଣ କରିଥିବା ଅଭିଯୋଗ। ନିଜ ଦୋକାନରେ ବସିଥିବା ବେଳେ ଡାକିନେଇ ଅପହରଣ କରିଥିବା ଅଭିଯୋଗ।

Bhubaneswar Youth Kidnapped

ରାଜଧାନୀରେ ଯୁବକଙ୍କୁ ଅପହରଣ Photograph: (OTV)

Advertisment

ରାଜଧାନୀରେ ଯୁବକଙ୍କୁ ଅପହରଣ। ଭୁବନେଶ୍ୱର କୋରଡ଼କଣ୍ଟାରୁ ଯୁବକଙ୍କୁ ଅପହରଣ ଅଭିଯୋଗ ହୋଇଛି। ଅପହୃତ ଯୁବକ ଜଣକ ହେଲେ ଦେବାଶିଷ ସାହୁ। ଗତକାଲି ରାତିରେ ୭ରୁ ୮ ଯୁବକ ଆସି ଅପହରଣ କରିଥିବା ଅଭିଯୋଗ। ନିଜ ଦୋକାନରେ ବସିଥିବା ବେଳେ ଡାକିନେଇ ଅପହରଣ କରିଥିବା ଅଭିଯୋଗ ହୋଇଛି। 

Advertisment

ବଡ଼ଗଡ଼ ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଏକ ଛିନତାଇ ମାମଲାରେ ମାହାଙ୍ଗା ପୋଲିସ ଉଠାଇଥିବା ସୂଚନା ମିଳୁଛି।


ଭୁବନେଶ୍ୱର: କୋରଡ଼କଣ୍ଟାରୁ ଯୁବକଙ୍କୁ ଅପହରଣ ଅଭିଯୋଗ

ଅପହୃତ ଯୁବକ ଦେବାଶିଷ ସାହୁ

କାଲି ରାତିରେ ୭ରୁ ୮ ଯୁବକ ଆସି ଅପହରଣ କରିଥିବା ଅଭିଯୋଗ

ନିଜ ଦୋକାନରେ ବସିଥିବା ବେଳେ ଡାକିନେଇ ଅପହରଣ କରିଥିବା ଅଭିଯୋଗ

ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ

ଛିନତାଇ ମାମଲାରେ କଟକ ମାହାଙ୍ଗା ପୋଲିସ ଉଠାଇଥିବା ସୂଚନା

Odisha Crime Crime Odisha Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ