Advertisment

Rajya Sabha Election: ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକ ବାବୁ ସିଂଙ୍କ ବିସ୍ଫୋରକ ବୟାନ

ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକ ବାବୁ ସିଂଙ୍କ ବିସ୍ଫୋରକ ବୟାନ। 'ଗଣିତ ଦୃଷ୍ଟିରୁ ରାଜ୍ୟସଭାର ୨ଟି ସିଟ୍ ବିଜେପିର'। 'ଗୋଟିଏ ସିଟ୍ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି'। ଚତୁର୍ଥ ସିଟ୍ ବିଜେପିକୁ ଯାଇପାରେ କହିଲେ ବାବୁ ସିଂ।

Rajya Sabha Election

ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକ ବାବୁ ସିଂଙ୍କ ବିସ୍ଫୋରକ ବୟାନ Photograph: (OTV)

Advertisment

ରାଜ୍ୟସଭା ନିର୍ବାଚନ ନେଇ ବିଜେପି ବିଧାୟକ ବାବୁ ସିଂଙ୍କ ବିସ୍ଫୋରକ ବୟାନ। ଗଣିତ ଦୃଷ୍ଟିରୁ ଦୁଇଟି ସିଟ୍ ବିଜେପିର ଏବଂ ଗୋଟିଏ ସିଟ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି। ଚତୁର୍ଥ ସିଟ୍ ପାଇଁ କାହାପାଖରେ ସଂଖ୍ୟା ନଥିଲେ ବି ସେ ସିଟ୍ ବିଜେପିକୁ ଯାଇପାରେ। ଦରକାର ପଡ଼ିଲେ ସବୁ ସିଟ୍ ମଧ୍ୟ ଯେ ବିଜେପିକୁ ନଯିବ ତାହା କହିହେବନି। କାରଣ ବିଜେଡି ସୁପ୍ରିମୋ ଯେଉଁଭଳି ତାଙ୍କ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ତାଙ୍କ ଦଳର ବିଧାୟକଙ୍କ ଉପରେ ତାଙ୍କର ଭରଷା ନାହିଁ। 

Advertisment

ତେଣୁ ତୃତୀୟ ସିଟ୍ ପାଇଁ ସଂଖ୍ୟା ଗଣିତ ଥିବା ସତ୍ତ୍ବେ ତାଙ୍କ ଦଳର ବିଧାୟକଙ୍କ ଉପରେ ତାଙ୍କର ବିଶ୍ୱାସ ନଥିବାରୁ ସେ ସିଟ ସବୁ ବିଜେପିକୁ ଯାଇପାରେ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ।

  • ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକ ବାବୁ ସିଂଙ୍କ ବିସ୍ଫୋରକ ବୟାନ। 
  • 'ଗଣିତ ଦୃଷ୍ଟିରୁ ରାଜ୍ୟସଭାର ୨ଟି ସିଟ୍ ବିଜେପିର'।
  • 'ଗୋଟିଏ ସିଟ୍ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି'।
  • ଚତୁର୍ଥ ସିଟ୍ ବିଜେପିକୁ ଯାଇପାରେ କହିଲେ ବାବୁ ସିଂ।
  • 'ଦରକାର ପଡ଼ିଲେ ସବୁ ସିଟ୍ ଯେ ବିଜେପିକୁ ନଯିବ ତାହା କହିହେବନି'
  • 'ବିଜେଡି ସୁପ୍ରିମୋ ତାଙ୍କ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରୁଛନ୍ତି'
  • 'ଦଳର ବିଧାୟକଙ୍କ ଉପରେ ତାଙ୍କର ଭରସା ନାହିଁ'
  • 'ବିଶ୍ୱାସ ନଥିବାରୁ ତୃତୀୟ ସିଟ୍ ଯେ ବିଜେଡିର ହେବ ତାହା କହିହେବନି'
Advertisment
Rajya Sabha Election Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ