Advertisment

Rajya Sabha Debate Erupts Over Emotional Speech: ସାଂସଦଙ୍କ ଭାଷଣକୁ ନେଇ ଚର୍ଚ୍ଚା; କୃତ୍ରିମ ଗୋଡକୁ ଟେବୁଲ ଉପରେ ରଖି ଭାଷଣ ଦେଇଥିଲେ

ରାଜ୍ୟସଭା ସାଂସଦ ସି.ସଦାନନ୍ଦନ ମାଷ୍ଟରଙ୍କ ଭାଷଣକୁ ନେଇ ଚର୍ଚ୍ଚା। ନିଜ କୃତ୍ରିମ ଗୋଡକୁ ଟେବୁଲ ଉପରେ ରଖି ଭାଷଣ ଦେଇଥିଲେ ସାଂସଦ। ସିପିଏମ୍ ସଦସ୍ୟମାନେ ଆପତ୍ତି ଉଠାଇ ହୋ ହଲ୍ଲା କରିଥିଲେ। ଜୀବନର ଅଭୂଲା ଅଭିଜ୍ଞତା ବର୍ଣ୍ଣନା ବେଳେ କୃତ୍ରିମ ଗୋଡକୁ ରଖିଥିଲେ।

Rajya Sabha Debate Erupts Over Emotional Speech

ସାଂସଦଙ୍କ ଭାଷଣକୁ ନେଇ ଚର୍ଚ୍ଚା Photograph: (OTV)

Advertisment

ରାଜ୍ୟସଭା ସାଂସଦ ସି. ସଦାନନ୍ଦନ ମାଷ୍ଟରଙ୍କ ଭାଷଣକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଭାଗ ନେଇ ନିଜ ଜୀବନର ଅଭୂଲା ଅଭିଜ୍ଞତା ବର୍ଣ୍ଣନା କରିଥିଲେ କେରଳରୁ ଆସିଥିବା ଏହି ସାଂସଦ। 

Advertisment

ନିଜର ପ୍ରଥମ ଭାଷଣ ବେଳେ, ୩୧ ବର୍ଷ ତଳେ କିଭଳି ତାଙ୍କ ଦୁଇ ଗୋଡକୁ କାଟି ଦିଆଯାଇଥିଲା ତାହା ଉଲ୍ଲେଖ କରିଥିଲେ ସଦାନନ୍ଦନ ମାଷ୍ଟର। ସେ ନିଜର କୃତ୍ରିମ ଗୋଡକୁ ଟେବୁଲ ଉପରେ ରଖି ଭାଷଣ ଦେଉଥିଲେ । ଏହାକୁ ନେଇ ସିପିଏମ୍ ସଦସ୍ୟମାନେ ଆପତ୍ତି ଉଠାଇ ହୋ ହଲ୍ଲା ହୋଇଥିଲା। ତେବେ ସଦାନନ୍ଦନ ମାଷ୍ଟରଙ୍କ ଏହି ଭାଷଣକୁ ନେଇ ଏବେ ବେଶ ଚର୍ଚ୍ଚା। 

  • ରାଜ୍ୟସଭା ସାଂସଦ ସି.ସଦାନନ୍ଦନ ମାଷ୍ଟରଙ୍କ ଭାଷଣକୁ ନେଇ ଚର୍ଚ୍ଚା
  • ନିଜ କୃତ୍ରିମ ଗୋଡକୁ ଟେବୁଲ ଉପରେ ରଖି ଭାଷଣ ଦେଇଥିଲେ ସାଂସଦ
  • ସିପିଏମ୍ ସଦସ୍ୟମାନେ ଆପତ୍ତି ଉଠାଇ ହୋ ହଲ୍ଲା କରିଥିଲେ
  • ଜୀବନର ଅଭୂଲା ଅଭିଜ୍ଞତା ବର୍ଣ୍ଣନା ବେଳେ କୃତ୍ରିମ ଗୋଡକୁ ରଖିଥିଲେ
Advertisment
MP Rajya Sabha Inspirational Stories
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ